Month: July 2026

୧୪ ରେ ପ୍ରଥମ ଥର ସ୍ପେଶ୍‌ ‌ଷ୍ଟେସନ ଯିବେ ଅନିଲ ମେନନ

ୱାସିଂଟନ:ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାର ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ଅନିଲ ମେନନ୍‌ ଇତିହାସ ରଚିବାକୁ ଯାଉଛନ୍ତି। ଅନିଲ ମେନନ ଜୁଲାଇ ୧୪ ତାରିଖରେ ପ୍ରଥମ ଥର ପାଇଁ ଆର୍ନ୍ତଜାତିକ ସ୍ପେଶ୍‌ ‌ଷ୍ଟେସନ (ଆଇଏସ୍‌ଏସ୍‌) ଯିବେ। ୪୯ ବର୍ଷୀୟ ମେନନ୍‌ ରୁଷୀୟ…

ଘୋଡ଼ାଶାଳ ଠାରୁ ଫାଷ୍ଟଗେଟ ପର୍ଯ୍ୟନ୍ତ ରାସ୍ତା ପ୍ରଶାସ୍ତି କରଣ କେବେ?

ଘୋଡ଼ାଶାଳ ଠାରୁ ଫାଷ୍ଟଗେଟ ପର୍ଯ୍ୟନ୍ତ ରାସ୍ତା ପ୍ରଶାସ୍ତି କରଣ କେବେ? ତାଳଚେର, ୧୩/୦୭ ବହୁ ପୂରାତନ ତାଳଚେର ଟାଉନ୍ ଘୋଡ଼ାଶାଳ ଗେଟ୍ ଠାରୁ ଆରମ୍ଭକରି ବଡ଼ବଜାର ଦେଇ ଫାଷ୍ଟଗେଟ୍ ପର୍ଯ୍ୟନ୍ତ ତାଳଚେରର ପେଣ୍ଠସ୍ଥଳୀ ବା ମୁଖ୍ୟ ବଜାର ବୋଲି କୁହାଯାଉଥିଲା ।…

ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀ

ତାଳଚେରରେ ଘନଘନ ବିଜୁଳିକାଟ୍ ଲୋକେ ଅତିଷ୍ଠ : ରାତିଅଧରେ ପହରା ଦେଉଛନ୍ତି ଅଂଚଳବାସୀତାଳଚେର, ୧୩/୦୭ ତାଳଚେର ଭଳି ଏକ ଶିଳ୍ପନଗରୀ ଅଂଚଳରେ ୩ଟି ବୃହତମ ବିଦ୍ୟୁତ କାରଖାନା ରହିଛି । ତାଳଚେର ଅଂଚଳବାସୀଙ୍କୁ ନିରବଚ୍ଛନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ପରିବର୍ତେ…

କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୧୩.୦୭:- ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ, କିଶୋରନଗର ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ଅନୁଗୋଳ ଜିଲ୍ଲା କୋର୍ଟକୁ ବୋମା ଧମକ ଇ-ମେଲ୍, ଚାଲିଛି କଡ଼ା ତଲାସି

ଅନୁଗୋଳ: ଅନୁଗୋଳ ଜିଲ୍ଲା କୋର୍ଟକୁ ବୋମା ଧମକ ସମ୍ବଳିତ ଏକ ଇ-ମେଲ୍ ଆସିଥିବା ସୂଚନା ମିଳିଛି। ସୂଚନା ପାଇବା ପରେ ପୋଲିସ ପ୍ରଶାସନ ତୁରନ୍ତ ସତର୍କ ହୋଇ ବୋମା ଚିହ୍ନଟ ଓ ନିଷ୍କ୍ରିୟ ସ୍କ୍ୱାଡ୍ (BDDS), ସ୍ଥାନୀୟ ପୋଲିସ ଏବଂ ବରିଷ୍ଠ…

ହଣ୍ଡପା ଥାନାରେ ପହଞ୍ଚିଲେ ଅନୁଗୋଳ ଏସ୍‌ପି, ପୋଲିସ କାର୍ଯ୍ୟକାରିତାର କଲେ ସମୀକ୍ଷା

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସ୍‌ପି) ହଣ୍ଡପା ଥାନା ପରିଦର୍ଶନ କରି ପୋଲିସ କାର୍ଯ୍ୟକାରିତାର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ଥାନାର ସମସ୍ତ ପଦାଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରି ଆଇନ-ଶୃଙ୍ଖଳା ପରିସ୍ଥିତି, ମାମଲାର…

ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଧରିଲେ ପଦ୍ମ

ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଧରିଲେ ପଦ୍ମ ଭୁବନେଶ୍ୱର – ସ୍ଥାନୀୟ ଭାରତୀୟ ଜନତା ଦଳ କାର୍ଯ୍ୟାଳୟରେ ଆଜି ସାନ୍ଧ୍ୟରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ବିଧିବଦ୍ଧ ଭାବରେ ଭାରତୀୟ ଜନତା ଦଳରେ ଯୋଗଦେଇଛନ୍ତି, ଓଡିଶାର…

ଗୋଆରେ ୯ତମ ଟାଇକୋଣ୍ଡୋ ଏସିଆ କପ୍‌ରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ସଫଳତା, ୧୮ଟି ପଦକ ହାସଲ

ଗୋଆରେ ୯ତମ ଟାଇକୋଣ୍ଡୋ ଏସିଆ କପ୍‌ରେ କଳିଙ୍ଗ ଟାଇକୋଣ୍ଡୋ ଆଶ୍ସୋସିଏସନ ର ସଫଳତା, ୧୮ଟି ପଦକ ହାସଲ କଟକ, ତା. ୧୨/୦୭: ଗୋଆ ମାପୁଷl ର ପେଡମ ଇଣ୍ଡୋର ଷ୍ଟାଡିଅମ ରେ ଜୁନ୍‌ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ୯ତମ…

ଗୋପାଳପୁରରେ ୭୭ ତମ ବନ ମହୋତ୍ସବ ପାଳିତ

ଗୋପାଳପୁରରେ ୭୭ ତମ ବନ ମହୋତ୍ସବ ପାଳିତ ବରଗଡ:(ପବିତ୍ର ମେହେର)::ପରିବେଶ ସଂରକ୍ଷଣ ପ୍ରତି ଜନ ସାଧାରଣଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱବୋଧ ଜଳବାୟୁ ପରିବର୍ତ୍ତନକୁ ପ୍ରତିହତ କରିବା ସହିତ ଆମର ଭବିଷ୍ୟତ ପୀଢ଼ି ପାଇଁ ମଧ୍ୟ ସହାୟକ ହେବ।ଏହି ମର୍ମରେ ଛାତ୍ରାବସ୍ଥାରୁ ପ୍ରକୃତି…

ବିଜେପିରେ ମିଶିଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର: ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ଭୁବନେଶ୍ୱର ସ୍ଥିତ ବିଜେପିର ରାଜ୍ୟ କାର୍ୟ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ପ୍ରଭାତ। ତାଙ୍କ ସହିତ ତାଙ୍କର ବହୁ…