Month: July 2026

ଅନୁଗୋଳ କୋର୍ଟକୁ ବୋମା ଧମକ ଫେକ୍ ପ୍ରମାଣିତ, ତଲାସିରେ କିଛି ମିଳିଲାନି

ଅନୁଗୋଳ: ଅନୁଗୋଳ କୋର୍ଟକୁ ଆସିଥିବା ବୋମା ଧମକ ଇ-ମେଲ୍‌ ଶେଷରେ ଫେକ୍‌ ବୋଲି ପ୍ରମାଣିତ ହୋଇଛି। ଧମକ ପାଇବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ, ବୋମା ନିଷ୍କ୍ରିୟକାରୀ ଏବଂ ଡଗ୍‌ ସ୍କ୍ୱାଡ୍‌ ପକ୍ଷରୁ କୋର୍ଟ ପରିସରରେ ବ୍ୟାପକ ତଲାସି କରାଯାଇଥିଲା…

ପୁଣି ଅଶାନ୍ତ ମଧ୍ୟପ୍ରାଚ୍ୟ: ଅଶୋଧିତ ତେଲ ଦର ୭୯ ଡଲାର ପାର୍

ନୁଆଦିଲ୍ଲୀ: ବିଶ୍ୱରେ ବଢ଼ୁଥିବା ଯୁଦ୍ଧ ଆଶଙ୍କାର ପ୍ରଭାବ ଏବେ ଅନ୍ତର୍ଜାତୀୟ ବଜାର ଉପରେ ପଡ଼ିଛି । ଅଶୋଧିତ ତେଲ ମୂଲ୍ୟରେ ହଠାତ୍ ବୃଦ୍ଧି ଦେଖାଦେଇଛି । ରିପୋର୍ଟ ଅନୁସାରେ, ଅଶୋଧିତ ତେଲ ଦରରେ ପ୍ରାୟ ୪ ପ୍ରତିଶତ ବୃଦ୍ଧି ଘଟିଛି ।…

ନିଜ ଜିଲ୍ଲାରେ ରହିପାରିବେନି ବନ ଅଧିକାରୀ

ଭୁବନେଶ୍ୱର: ବନ ବିଭାଗର ବଦଳି ନିର୍ଦ୍ଦେଶକୁ କେତେକ ଅଧିକାରୀ ପାଳନ କରିବାରେ ବିଳମ୍ବ କରୁଥିବା ପ୍ରସଙ୍ଗରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବଦଳି ନିର୍ଦ୍ଦେଶକୁ ଅବହେଳା କରୁଥିବା ଅଧିକାରୀଙ୍କ…

ନିର୍ବାହୀ ଯନ୍ତ୍ରୀଙ୍କ ୪ ମହଲା ଲଜ୍‌ ସହ ୮ଟି ପ୍ଲଟ୍‌ ଠାବ

କୋରାପୁଟ: ଓଡ଼ିଶା କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ (OCCL)ର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ବେଳେ ବହୁ ମୂଲ୍ୟବାନ ସମ୍ପତ୍ତିର ସନ୍ଧାନ ମିଳିଛି।ଭିଜିଲାନ୍ସର ପ୍ରାଥମିକ ସୂଚନା ଅନୁଯାୟୀ, କୋରାପୁଟ ସହରରେ…

୬୫ ଲୁହାପଥର ଖଣିକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର : ରାଜ୍ୟ ସରକାର ଅନୁମୋଦିତ ଖଣି ଯୋଜନା ଉଲ୍ଲଂଘନ କରି ଲୁହାପଥର ଗ୍ରେଡ୍ ହେରଫେର କରିବା ଅଭିଯୋଗରେ ୬୫ ଜଣ ଲୁହପଥର ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ରାଜ୍ୟସ୍ତରୀୟ ପ୍ରବର୍ତ୍ତନ ସ୍କ୍ବାଡ୍‌ର ଯାଞ୍ଚ ପରେ ଜଣାପଡ଼ିଛି…

ନୂଆ ଭୋଟରଙ୍କ ପାଇଁ ବଡ଼ ନିର୍ଦ୍ଦେଶ, ଏହି ତଥ୍ୟ ନଦେଲେ ମିଳିବନି ଭୋଟର ID

ନୁଆଦିଲ୍ଳୀ: ନୂଆ ଭୋଟରଙ୍କ ପାଇଁ ଜାରି ହେଲା ନୂଆ ନିୟମ । ଫର୍ମ-୬ ଆବେଦନ ସହ ପିତାମାତାଙ୍କ SIR ବିବରଣୀ ବାଧ୍ୟତାମୂଳକ। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସହଜ କରିବାକୁ ପଦକ୍ଷେପ । ଏହି ଗୁରୁତ୍ବପୂର୍ଣ୍ଣ…

ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅନୁଷ୍ଠିତ*

ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ଓଲିଉଡ଼ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅବସରରେ ସାରା ଭାରତର ଅନେକ ଫିଲ୍ମ ପ୍ରଯୋଜକ, ନିର୍ଦ୍ଦେଶକ, ବେଷ୍ଟ କଂସେପ୍ଟ କ୍ରିଏଟର, ସ୍କ୍ରିନପ୍ଲେ, ଅଭିନେତା, ଅଭିନେତ୍ରୀ, କାହାଣୀକାର, ସିନେମାଟୋଗ୍ରାଫର, ମେକଅପ ଆର୍ଟିଷ୍ଟ ଆଦି ଅନେକ କଳାକାର ଏକତ୍ରିତ ହୋଇଥିଲେ…

ଆଜିର ରାଶିଫଳ

ଆଜିର ରାଶିଫଳ (୧୪ ଜୁଲାଇ ୨୦୨୬, ମଙ୍ଗଳବାର) ଟିପ୍ପଣୀ: ଏହା ପାରମ୍ପରିକ ଜ୍ୟୋତିଷ ଆଧାରିତ ସାଧାରଣ ରାଶିଫଳ। ♈ ମେଷ ♉ ବୃଷ ♊ ମିଥୁନ ♋ କର୍କଟ ♌ ସିଂହ ♍ କନ୍ୟା ♎ ତୁଳା ♏ ବିଛା ♐…

ଭିଜିଲାନ୍ସ ଜାଲରେ OCC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ: ବାସଭବନ ସହ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ ସରକାରୀ ଯନ୍ତ୍ରୀ ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଆଜି (ସୋମବାର) ଭିଜିଲାନ୍ସ…

ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକ ଶେଷ ପରେ ସାମ୍ବାଦିକ ସମ୍ମିଳନୀରେ ମନ୍ଦିରକୁ ବିଭିନ୍ନ ସମୟରେ ମିଳିଥିବା ଦାନ ସାମଗ୍ରୀକୁ ପ୍ରଦର୍ଶନ କରାଯାଇଛି। ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଗିରି କହିଛନ୍ତି ଯେ ମନ୍ଦିରକୁ ମିଳିଥିବା ୨୮୦୦ ସାମଗ୍ରୀକୁ ପଞ୍ଜିକୃତ…