Month: July 2026

ଔପନ୍ୟାସିକ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ଅନୁଷ୍ଠିତ

ଔପନ୍ୟାସିକ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ଅନୁଷ୍ଠିତ ଯାଜପୁର —- ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକ ଅନ୍ତର୍ଗତ ଶାସନ୍ଦା ପଞ୍ଚାୟତ ତାଉତରା ଗ୍ରାମର ବିଶିଷ୍ଟ ଗାଳ୍ପିକ ଏବଂ ଔପନ୍ୟାସିକ ସ୍ବର୍ଗତ ଭାଗିରଥୀ ଧଳଙ୍କ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ…

ପାଲଲହଡ଼ାରେ ଜନ ଅଭିଯୋଗ ଶିବିର: ୫୪ ଅଭିଯୋଗ ଉପରେ ଶୁଣାଣି, ୩ ହିତାଧିକାରୀଙ୍କୁ ମିଳିଲା ରେଡକ୍ରସ ସହାୟତା

ପାଲଲହଡ଼ାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି; ୫୪ଟି ଅଭିଯୋଗର ଶୁଣାଣି, ୩ ଜଣଙ୍କୁ ରେଡକ୍ରସ ସହାୟତା ପାଲଲହଡ଼ା: ଅନୁଗୋଳ ଜିଲ୍ଲାପାଳ, ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାସ୍ତରୀୟ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କ ଉପସ୍ଥିତିରେ ପାଲଲହଡ଼ା ବ୍ଲକ ମୁଖ୍ୟାଳୟଠାରେ ମିଳିତ…

ମାନବତାର ବାର୍ତ୍ତା: ଅସୁସ୍ଥଙ୍କ ପାଖରେ ଛିଡ଼ା ହେଲେ ସମାଜସେବୀ

ମାନବ ସେବା ହିଁ ମାଧବ ସେବା: ଅସୁସ୍ଥ ବ୍ୟକ୍ତିଙ୍କୁ ସମାଜସେବୀଙ୍କ ଆର୍ଥିକ ସହାୟତା ଅନୁଗୋଳ: ବଅଁରପାଳ ବ୍ଲକ ଅନ୍ତର୍ଗତ ତୁଳସୀପାଳ ପଞ୍ଚାୟତର ଲଙ୍ଗୁଳିଆବେଡା ଗ୍ରାମର ଅଜୟ ସାହୁ ଅସୁସ୍ଥ ଥିବା ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ତାଙ୍କ ବାସଭବନରେ ପହଞ୍ଚି…

ଅନୁଗୋଳରୁ ପୁରୀ–କୋରାପୁଟ ଏକ୍ସପ୍ରେସକୁ ସବୁଜ ସଙ୍କେତ, ଯୋଗାଯୋଗରେ ଆସିଲା ନୂଆ ଗତି

ଅନୁଗୋଳରୁ ପୁରୀ–କୋରାପୁଟ ଏକ୍ସପ୍ରେସର ଶୁଭାରମ୍ଭ, ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ଅନୁଗୋଳ: ଓଡ଼ିଶାର ରେଳ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପୁରୀ–କୋରାପୁଟ ଏକ୍ସପ୍ରେସ ରେଳସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଅନୁଗୋଳ…

ପୋଲିସ କାର୍ଯ୍ୟକଳାପର ତଦାରଖ କଲେ ଅନୁଗୋଳ ଏସ୍‌ପି, ଖମାର ଥାନା ଓ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ

ଖମାର ଥାନା ଓ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ କଲେ ଅନୁଗୋଳ ଏସ୍‌ପି ଅନୁଗୋଳ: ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଖମାର ପୋଲିସ ଷ୍ଟେସନ ଏବଂ ପାଳଲହଡା ଏସଡିପିଓ କାର୍ଯ୍ୟାଳୟ ପରିଦର୍ଶନ କରି ପୋଲିସ କାର୍ଯ୍ୟକାରିତାର ବିଭିନ୍ନ ଦିଗର ସମୀକ୍ଷା କରିଛନ୍ତି।ପରିଦର୍ଶନ ସମୟରେ…

ପୋଲିସର ବଡ଼ ସଫଳତା: ୮ ଘଣ୍ଟାରେ ଚୋରି ଘଟଣାର ଖୁଲାସା, ୭ ଗିରଫ

ମାତ୍ର ୮ ଘଣ୍ଟାରେ ଚୋରି ମାମଲାର ପର୍ଦ୍ଦାଫାସ; ୭ ଗିରଫ, ସୁନା ଓ ନଗଦ ଟଙ୍କା ଜବତ ତାଳଚେର: କୋଲିୟାରୀ ଥାନା ପୋଲିସ ଏକ ଚୋରି ମାମଲାର ମାତ୍ର ୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ…

ନାଲକୋ CSR ପାଣ୍ଠିରୁ ଅନୁଗୋଳ ବିଧାନସଭା ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ପ୍ରକଳ୍ପ ମଞ୍ଜୁର

ନାଲକୋ CSR ପାଣ୍ଠିରୁ ଅନୁଗୋଳ ବିଧାନସଭା ପାଇଁ ୧୦ କୋଟିରୁ ଅଧିକ ଟଙ୍କାର ଉନ୍ନୟନ ପ୍ରକଳ୍ପ ମଞ୍ଜୁର ଅନୁଗୋଳ: ନାଲକୋର CSR ପାଣ୍ଠିରୁ ଅନୁଗୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର କୁଲାଡ଼, ଗିରାଙ୍ଗ, ଗୋତମରା, ବଲରାମପ୍ରସାଦ, ବନ୍ଦା, ବଅଁରପାଳ, ବୁଢ଼ାପଙ୍କ, ନୂଆହତା, ତୁଳସୀପାଳ,…

ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ଆବେଦନ ଆରମ୍ଭ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋଶିପ୍‌ ୨୦୨୬-୨୭ ପାଇଁ ସରକାରୀ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡିରେ ପଞ୍ଜୀକୃତ ଗବେଷକମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। କମନ ଆପ୍ଲିକେଶନ ଫର୍ମ ମଙ୍ଗଳବାର ଅପରାହ୍ଣ ୪ଟାରୁ ପୋର୍ଟାଲରେ ଉପଲବ୍ଧ ହୋଇଛି।…

ଆୟ ବହିର୍ଭୂତ ସମ୍ପତ୍ତି: ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦ୍ରାପଡ଼ା: ରାଜ୍ୟରେ ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସର ବଡ଼ଧରଣର ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ ଏକାସଙ୍ଗେ ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗ…

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଓଡ଼ିଶାରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରାଷ୍ଟ୍ରପତିଙ୍କୁ ସ୍ବାଗତ…