Month: July 2026

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ,ବକ୍ତୃତା ପ୍ରତିଯୋଗିତା,ବୃକ୍ଷରୋପଣ,ରକ୍ତଦାନ ଓ ପୁରସ୍କାର ବିତରଣ ଉତ୍ସବ-୨୦୨୬ ଅନୁଷ୍ଠିତ (ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ୫ମ ସ୍ୱର୍ଣ୍ଣିମ ବର୍ଷ ପୂର୍ତ୍ତି ଓ ଆନ୍ତର୍ଜାତୀୟ ସମବାୟ ଦିବସ -୨୦୨୬ ପାଳନ) ଢେଙ୍କାନାଳ :…

ଦୁଗ୍ଧ ବିପ୍ଳବର ନୂଆ ଠିକଣା ଢେଙ୍କାନାଳ: ‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ ବଦଳାଇଲା ଶହ ଶହ ପରିବାରର ଜୀବନ

ଦୁଗ୍ଧ ବିପ୍ଳବର ନୂଆ ଠିକଣା ଢେଙ୍କାନାଳ: ‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ ବଦଳାଇଲା ଶହ ଶହ ପରିବାରର ଜୀବନ ଢେଙ୍କାନାଳ: ଗ୍ରାମାଞ୍ଚଳର ଆର୍ଥିକ ସ୍ୱାବଲମ୍ବନର ନୂଆ ଦିଗ ଦେଖାଇଛି ଢେଙ୍କାନାଳ ଜିଲ୍ଲା ପ୍ରଶାସନର ‘ମିଲ୍କ ଭିଲେଜ୍’ କାର୍ଯ୍ୟକ୍ରମ। “ଦୁଗ୍ଧ ଚାଷ କେବଳ ଆୟର…

ବିରଳ ହରିଣ ଶିକାର କରି ଜେଲ୍ ଗଲେ ୪ ଜଣ; ରକ୍ଷକର ଭୂମିକାରେ ଉଠିଲା ପ୍ରଶ୍ନ

ଅନୁଗୋଳ: ବନ୍ୟଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳି ନିଜେ ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଛି। ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ରେଞ୍ଜ ଅଞ୍ଚଳରେ ଦୁଇଜଣ ବନ ଜଗୁଆଳି ଓ ଦୁଇଜଣ ଶିକାରୀଙ୍କୁ ବନ ବିଭାଗ ଚଢ଼ାଉ କରି ଗିରଫ…

ଗାଁରେ ଦନ୍ତା ଆତଙ୍କ: ଗାଈର ନେଲା ଜୀବନ, ଖାଇଗଲା ବସ୍ତା ବସ୍ତା ଧାନ-ଚାଉଳ

ବଅଁରପାଳ: ବଅଁରପାଳ ବ୍ଲକ ବନ୍ଦା ତୁଳସୀ ପାଳ ଝଜିରୀ ଗ୍ରାମରେ ଗଲା ୧୦ ଦିନ ଧରି ଏକ ଦନ୍ତା ହାତି ଉତ୍ପାତ କରୁଥିବା ବେଳେ ଗତ ଗୁରୁବାର ରାତି ପ୍ରାୟ ୧.୩୦ ମିନିଟ ରେ ଝଜିରୀ ଓ ବନ୍ଦା ଗ୍ରାମରେ ପଶି…

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ

କନ୍ଧମାଳରେ ଚିଠା ଭୋଟର ତାଲିକା ପ୍ରକାଶ: ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ସର୍ବଦଳୀୟ ବୈଠକ କନ୍ଧମାଳ, ତା, ୦୫/୦୭:(ସୁଶୀଳ କୁମାର ପାଣିଗ୍ରାହୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR), ୨୦୨୬ ଅନ୍ତର୍ଗତ ଚିଠା ଭୋଟର…

ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧୂମାନଙ୍କ ସହ ବୈଠକ ଅନୁଷ୍ଠିତ

ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧୂମାନଙ୍କ ସହ ବୈଠକ ଅନୁଷ୍ଠିତ ଅନୁଗୋଳ, ତା. ୦୫.୦୭.୨୦୨୬: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ବତନ୍ତ୍ର ସଘନ ସଂଶୋଧନ (Special Intensive Revision-2026) କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ଚିଠା ଭୋଟର…

ଢେଙ୍କାନାଳରେ ହାତୀ ମୃତ୍ୟୁ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବମ୍ପା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା…

TPCODL ପକ୍ଷରୁ ଟ୍ରାନ୍ସଫର୍ମର ନ ବସିବାରୁ ହନ୍ତସନ୍ତ କଲୋନୀବାସୀ

ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ମେଡିକାଲ କଲୋନୀରେ ବିଦ୍ୟୁତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ବର୍ତ୍ତମାନ ଏଠାରେ ୧୦୦ କେଭିଏର ଟ୍ରାନ୍ସଫର୍ମର ଥିବାବେଳେ ଚାହିଦା ଅନୁଯାୟୀ ୨୫୦ କେଭିଏ ଟ୍ରାନ୍ସଫର୍ମର ଆବଶ୍ୟକ ବୋଲି ସ୍ଥାନୀୟମାନେ ଦାବି…

ମୋଦୀଙ୍କୁ ଅନଲାଇନ୍ ହତ୍ୟା ଧମକ, ତଦନ୍ତ ଆରମ୍ଭ କଲା ଅଷ୍ଟ୍ରେଲିଆନ୍ ଫେଡେରାଲ୍ ପୋଲିସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନଲାଇନରେ ଅଷ୍ଟ୍ରେଲିଆରୁ ହତ୍ୟା ଧମକ ଆସିଛି। ପିଏମ ମୋଦୀ ଜୁଲାଇ ୯ରେ ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହାର କିଛି ଦିନ ପୂର୍ବରୁ ତାଙ୍କୁ ଟାର୍ଗେଟ୍ କରି ଦିଆଯାଇଥିବା ଏହି ଅନଲାଇନ୍ ହତ୍ୟା ଧମକକୁ…

ବଅଁରପାଳ ଆର୍‌ଆଇ କାର୍ଯ୍ୟାଳୟକୁ ପ୍ରବେଶ କରିବାର ମଜା ନିଆରା; ଶୋଚନୀୟ ରାସ୍ତାରେ ହନ୍ତସନ୍ତ ଲୋକେ

ବଅଁରପାଳ ଆର୍‌ଆଇ କାର୍ଯ୍ୟାଳୟକୁ ପ୍ରବେଶ କରିବାର ମଜା ନିଆରା; ଶୋଚନୀୟ ରାସ୍ତାରେ ହନ୍ତସନ୍ତ ଲୋକେ ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଆର୍‌ଆଇ କାର୍ଯ୍ୟାଳୟର ପ୍ରବେଶ ପଥର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କାର୍ଯ୍ୟାଳୟର ଫାଟକଠାରୁ ମୁଖ୍ୟ ଦ୍ୱାର ପର୍ଯ୍ୟନ୍ତ…