ପାଲଲହଡା ଉପଖଣ୍ଡକୁ ପରିଭ୍ରମଣ କଲେ ଉପ ମୂଖ୍ୟମନ୍ତ୍ରୀ
ପାଲଲହଡ଼ା: ୦୫.୦୭.୨୦୨୬ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଉପଖଣ୍ଡକୁ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ପର୍ଯ୍ୟଟନ ବିଭାଗ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ଅପରାହ୍ନ ୦୩:୩୦ ସମୟରେ ଭ୍ରମଣ କରିଥିଲେ। ଏହି ଭ୍ରମଣ ସମୟରେ ସେ ପ୍ରଥମେ…
ପ୍ରବଳ ବର୍ଷା ସମୟରେ ଜୋରଗଡ଼ିଆ ଡ଼ିବିରି ହଟିଙ୍ଗ ଓ ତଳବାହାଳ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସହାୟତା
ପ୍ରବଳ ବର୍ଷା ସମୟରେ ଜୋରଗଡ଼ିଆ ଡ଼ିବିରି ହଟିଙ୍ଗ ଓ ତଳବାହାଳ ଠାରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସହାୟତା ଜୁଲାଇ 5, 2026: ନିକଟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଜୋରାଗଡ଼ିଆ ସ୍ଥିତ ଡିବିରୀ ହଟିଂ ବସ୍ତିରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି…
ଲଗାଣ ବର୍ଷାରେ ଭିଜୁଛି ତାଳଚେର : ଲୋକେ ହୀନସ୍ତା
ଲଗାଣ ବର୍ଷାରେ ଭିଜୁଛି ତାଳଚେର : ଲୋକେ ହୀନସ୍ତା ତାଳଚେର, ୦୫/୦୭ ବାରମାସର ଛଅଋତୁ, ହେଲେ ତାଳଚେରକୁ ଏହି ଋତୁ ଗୁଡ଼ିକ ମଧ୍ୟରୁ କେଉଁ ଋତୁଟି ବି ସୁହାଉ ନଥିବା ଭଳି ମନେ ହେଉଛି । ଦୁଇଦିନ ହେବ ଲଗାଣବର୍ଷାରେ ଭିଜୁଛି…
ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୨୩ ଲସ୍କର ସଦସ୍ୟଙ୍କୁ ଆତଙ୍କବାଦୀ ଘୋଷଣା କଲେ ସରକାର
ନୂଆଦିଲ୍ଲୀ : ଆତଙ୍କବାଦ ବିରୁଦ୍ଧରେ ଭାରତ ବଡ଼ ପଦକ୍ଷେପ ନେଇଛି। କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ଅଧୀନରେ ୨୩ ଜଣ ଆତଙ୍କବାଦୀଙ୍କୁ ଆନୁଷ୍ଠାନିକ ଭାବରେ ଆତଙ୍କବାଦୀ ଭାବରେ ନାମିତ କରିଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ…
ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱର : ୬ ତାରିଖରେ ପୁରୀ-କୋରାପୁଟ ଟ୍ରେନ ଓ ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଦିନିକିଆ ଓଡ଼ିଶା ଗସ୍ତରେ ଆସି ଶ୍ରୀ ବୈଷ୍ଣବ…
ମହାପ୍ରଭୁଙ୍କ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ
ଭୁବନେଶ୍ୱର: ଖୋରଧା ଜିଲାର ବିଭିନ୍ନ ତହସିଲରେ ମୋଟ ୭୯୬ଟି ଖାତାରେ ଥିବା ୪୭୨୮.୩୫୭ ଏକର ଜମି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୭୮୫ଟି ଖାତାରେ ଥିବା ୪୭୧୩.୨୨୫ ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି।…
ପଦ୍ମ ପୁରସ୍କାର ବିଜେତାଙ୍କୁ ରଥଯାତ୍ରା ଦେଖିବା ପାଇଁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ସମସ୍ତ ପଦ୍ମ ପୁରସ୍କାର ବିଜେତାଙ୍କୁ ଚଳିତବର୍ଷ ରଥଯାତ୍ରା ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିମନ୍ତ୍ରଣ କରିଛନ୍ତି। ପତ୍ର ଲେଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଦେଶ ଓ ସମାଜ ପ୍ରତି ଆପଣମାନଙ୍କ ଅବଦାନ ପାଇଁ ଓଡ଼ିଶା…
ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହେଲା ୭୮-ଜୁନାଗଡ଼ର ନିର୍ବାଚନୀ ମଣ୍ଡଳୀର ଖସଡ଼ା ଭୋଟର ତାଲିକା
ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚିତ ହେଲା ୭୮-ଜୁନାଗଡ଼ର ନିର୍ବାଚନୀ ମଣ୍ଡଳୀର ଖସଡ଼ା ଭୋଟର ତାଲିକା ଜୁନାଗଡ,୫/୭(ବାଲେଶ୍ୱର ସୁନାନୀ ): ଭାରତ ନିର୍ଵାଚନ ଆୟୋଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ପରିପ୍ରେକ୍ଷୀରେ ୭୮-ଜୁନାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର…
ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ
ଜୁନାଗଡ଼ ତାଲବନ୍ଦପଡ଼ାରେ ପୋଖରୀରେ ବୁଡି ଯୁବକ ମୃତ ଜୁନାଗଡ଼ – (ବାଲେଶ୍ୱର ସୁନାନୀ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର ତାଲବନ୍ଦପଡ଼ା ଠାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି l ଜୁନାଗଡ଼ ତାଲବନ୍ଦପଡ଼ାର ପୋଖରୀରେ ଯୁବକ ଜଣକ ଗାଧୋଇବାକୁ ଯାଇ ଗଭୀର ପାଣିରେ…
