ନବମ-ଦଶମ ପିଲାଙ୍କ ପାଇଁ ବଡ଼ ଘୋଷଣା: ମାଗଣା ବହି ସହ ମିଳିବ ମଧ୍ୟାହ୍ନ ଭୋଜନ
ନବମ-ଦଶମ ପିଲାଙ୍କ ପାଇଁ ବଡ଼ ଘୋଷଣା: ମାଗଣା ବହି ସହ ମିଳିବ ମଧ୍ୟାହ୍ନ ଭୋଜନ ଭୁବନେଶ୍ୱର: ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଣିକି ନବମ ଓ ଦଶମ…
