Month: August 2026

ଦେଶପ୍ରେମ ଓ ଉତ୍ସାହର ସହ ପାଳିତ ହେଲା NTPC ତାଳଚେର ଥର୍ମାଲର ୮୦ତମ ସ୍ୱାଧୀନତା ଦିବସ

ଦେଶପ୍ରେମ ଓ ଉତ୍ସାହର ସହ ପାଳିତ ହେଲା NTPC ତାଳଚେର ଥର୍ମାଲର ୮୦ତମ ସ୍ୱାଧୀନତା ଦିବସ ତାଳଚେର ଥର୍ମାଲ, ୧୫ ଅଗଷ୍ଟ ୨୦୨୬: NTPC ତାଳଚେର ଥର୍ମାଲ ପକ୍ଷରୁ ଶନିବାର ଟିଟିପିଏସ୍ ଟାଉନସିପ୍ ଗ୍ରାଉଣ୍ଡରେ ମହା ଉତ୍ସାହ, ଦେଶପ୍ରେମ ଓ ଗର୍ବର…

ଚପ୍ରିଆ ଉଚ୍ଚ ବିଦ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

ଚପ୍ରିଆ ଉଚ୍ଚ ବିଦ୍ୟାଳୟରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ ଗୋଲାମୁଣ୍ଡା,୧୫/୮ : ସାରା ଭାରତ ର କୋଣ ଅନୁକୋଣରେ ୮୦ ତମ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଉଚ୍ଚ ବିଦ୍ୟାଳୟ ପରିସରରେ ମଧ୍ୟ ଆଜି…

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ

ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ ବାଲିଗୁଡା, ତା, ୧୫/୦୮:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରଥମ ଥର ପାଇଁ ୮୦ ତମ ସ୍ୱାଧୀନତା ଦିବସ ବେଶ…

ସ୍ୱାଧୀନତା ଦିବସରେ ଦେଶପ୍ରେମ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ଅନୁଗୋଳ ବନଖଣ୍ଡ

ସ୍ୱାଧୀନତା ଦିବସରେ ଦେଶପ୍ରେମ ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେଲା ଅନୁଗୋଳ ବନଖଣ୍ଡ ଅନୁଗୋଳ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୋଳ ବନଖଣ୍ଡ ପକ୍ଷରୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଦାୟିତ୍ୱବୋଧର ବାର୍ତ୍ତା…

କେନ୍ଦୁଝର ଜିଲ୍ଲାରେ ଜଙ୍ଗଲି ହାତୀର ଉତ୍ପାତ୍,ପାଞ୍ଚବର୍ଷର ଶିଶୁକନ୍ୟାକୁ କଚାଡି ମାରିଲାଦନ୍ତା

କେନ୍ଦୁଝର ଜିଲ୍ଲାରେ ଜଙ୍ଗଲି ହାତୀର ଉତ୍ପାତ୍,ପାଞ୍ଚବର୍ଷର ଶିଶୁକନ୍ୟାକୁ କଚାଡି ମାରିଲାଦନ୍ତା। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ଜଙ୍ଗଲି ଦନ୍ତାହାତୀର ଉତ୍ପାତ୍ ଘରୁ ଟେକିନେଇ ପାଞ୍ଚବର୍ଷର ଶିଶୁ କନ୍ୟାକୁ କଚାଡି ମାରିଲା ଜଙ୍ଗଲି ଦନ୍ତାହାତୀ। କେନ୍ଦୁଝରରେ ଦନ୍ତାହାତୀ ଆକ୍ରମଣରେ ୫ବର୍ଷର ଶିଶୁକନ୍ୟା…

ଜାତୀୟ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନାବଜାର ପୂଜାମଣ୍ଡପ ସାମନାରେ ବଜାରବାସୀ ତଥା ପୂଜପ୍ରତିଷ୍ଠାନ ସଭ୍ୟମାନଙ୍କ ଉପସ୍ଥିତି ରେ ପୂଜପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ଲଳିତ ପଟ୍ଟନାୟକ ଜାତୀୟପତାକା ଉତ୍ତୋଳନ କରିଥିଲେ।ପ୍ରବଳ ବର୍ଷା ସତ୍ୱେ ପୂଜାକମିଟି ସଭ୍ୟମାନେ ଉପସ୍ଥିତ ରହି ବନ୍ଦେ ମାତରମ ଓ…

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ଉତ୍ସାହର ସହ ପାଳିତ ସ୍ୱାଧୀନତା ଦିବସ

ଅନୁଗୋଳ ବିଜେପି କାର୍ଯ୍ୟାଳୟରେ ଉତ୍ସାହର ସହ ପାଳିତ ସ୍ୱାଧୀନତା ଦିବସ ଅନୁଗୋଳ: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୋଳ ମିଶ୍ରପଡ଼ାସ୍ଥିତ ବିଜେପି କାର୍ଯ୍ୟାଳୟରେ ଦେଶଭକ୍ତିର ଭାବନା ସହ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ…

ଜୁନାଗଡ ବ୍ଲକ ର ସମସ୍ତ ପଂଚାୟତ ରେ 80ତମ ସ୍ୱାଧୀନତା ଦିବସ ପାଳିତ,

ଜୁନାଗଡ ବ୍ଲକ ର ସମସ୍ତ ପଂଚାୟତ ରେ 80ତମ ସ୍ୱାଧୀନତା ଦିବସ ପାଳିତ କଳାହାଣ୍ଡି,ଜୁନାଗଡ଼ (ବାଲେଶ୍ୱର ସୁନାନୀ )ଜୁନାଗଡ଼ ବ୍ଲକ ର ସମସ୍ତ ଗ୍ରାମପଞ୍ଚାୟତ ରେ 80ତମ ସାଧାରଣ ଦିବସ ପାଳନ କରାଯାଇଥିବାବେଳେ, ପିଳିକିଆ ପଞ୍ଚାୟତ ର ମହିଭର ପ୍ରାଥମିକ ବିଦ୍ୟାଳୟରେ…

ଗାନ୍ଧୀ ମାର୍ଗରେ ଉଡ଼ିଲା ତ୍ରିରଙ୍ଗା, ବିକଶିତ ଓଡ଼ିଶାର ସଂକଳ୍ପ ଦୋହରାଇଲେ ମୋହନ ମାଝୀ

ଗାନ୍ଧୀ ମାର୍ଗରେ ଉଡ଼ିଲା ତ୍ରିରଙ୍ଗା, ବିକଶିତ ଓଡ଼ିଶାର ସଂକଳ୍ପ ଦୋହରାଇଲେ ମୋହନ ମାଝୀ ଭୁବନେଶ୍ୱର: ଦେଶର ୮୦ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସମାରୋହ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ…

ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ମୋଦୀ, ‘ବନ୍ଦେ ମାତରମ୍‌’ରେ ମୁଖରିତ ହେଲା ସ୍ୱାଧୀନତା ଦିବସ

ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଲେ ମୋଦୀ, ‘ବନ୍ଦେ ମାତରମ୍‌’ରେ ମୁଖରିତ ହେଲା ସ୍ୱାଧୀନତା ଦିବସ ନୂଆଦିଲ୍ଲୀ: ଐତିହାସିକ ଲାଲକିଲ୍ଲାରେ ଶନିବାର ଧୁମ୍‌ଧାମରେ ପାଳିତ ହୋଇଛି ଦେଶର ୮୦ତମ ସ୍ୱାଧୀନତା ଦିବସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲା ପ୍ରାଚୀରରେ ଜାତୀୟ ପତାକା ଉତ୍ତୋଳନ କରିବା…