ମା’ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା
ମା’ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା ଢେଙ୍କାନାଳ ସହର କୈବଲ୍ୟ ବଜାରସ୍ଥିତ ଦୁର୍ଗତୀ ନାସିନୀ ମା’ ବନଦୁର୍ଗାଙ୍କ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି । ଗତକାଲି ସପ୍ତମୀ ପୂଜା ହୋଇଥିବାବେଳେ ଆଜି ମା’ଙ୍କୁ ପ୍ରାତଃରୁ ମଙ୍ଗଳାଆଳତୀ କରାଯାଇ ମହାସ୍ନାନ, ନୂତନ…
