Month: October 2026

ନନ୍ଦନକାନନରେ ପର୍ଯ୍ୟଟକ ବ୍ୟବସ୍ଥାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; ପରିଦର୍ଶନକୁ ସୁବିଧାଜନକ ଓ ସ୍ମରଣୀୟ କରିବା ଉପରେ ଗୁରୁତ୍ୱ

*ନନ୍ଦନକାନନରେ ପର୍ଯ୍ୟଟକ ବ୍ୟବସ୍ଥାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା; ପରିଦର୍ଶନକୁ ସୁବିଧାଜନକ ଓ ସ୍ମରଣୀୟ କରିବା ଉପରେ ଗୁରୁତ୍ୱ* *ଭୁବନେଶ୍ୱର, ୩୦/୦୯/୨୦୨୬*: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ କେନ୍ଦ୍ର ନନ୍ଦନକାନନ ଜୀବ ଉଦ୍ୟାନ ପରିଦର୍ଶନ କରିଛନ୍ତି ମାନ୍ୟବର ଉପମୁଖ୍ୟମନ୍ତ୍ରୀ…