Month: November 2026

ଆଇଆଇଟିଏଫ୍-୨୦୨୬ର ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଝଲସିଲା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବୈଭବ

ଆଇଆଇଟିଏଫ୍-୨୦୨୬ର ଓଡ଼ିଶା ରାଜ୍ୟ ଦିବସ ସମାରୋହରେ ଝଲସିଲା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ବୈଭବ  ଭାରତ ମଣ୍ଡପମ୍‌ରେ ଓଡ଼ିଶାର ଶାସ୍ତ୍ରୀୟ ଗରିମା, ବୀରତ୍ୱର ପରମ୍ପରା ଓ ଲୋକସଂସ୍କୃତିର ଭବ୍ୟ ପ୍ରଦର୍ଶନ  ଓଡ଼ିଶୀ, ପାଇକ ଓ ଢାପ ନୃତ୍ୟର ମନମୁଗ୍ଧକର ପରିବେଷଣରେ…

ବିଧାନସଭା ପରିସରରେ ଉତ୍କଳ କେଶରୀଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ଉତ୍କଳ କେଶରୀଙ୍କ ଜୟନ୍ତୀ ପାଳିତ ​ଭୁବନେଶ୍ୱର, ୨୧/୧୧: ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଆଜି ଓଡ଼ିଶା ବିଧାନସଭା ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଧାନସଭା ପରିସରରେ ଥିବା ଡ. ମହତାବଙ୍କ…

ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର, ୨୧/୧୧/୨୦୨୬ ନବଉତ୍କଳର ନିର୍ମାତା ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଓ ଅବଦାନ ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ ତ୍ୟାଗପୂତ…

ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ମରାମତି ନାଁରେ ୭.୨୪ ଲକ୍ଷ ଟଙ୍କା ହଡ଼ପ, ପୂର୍ବତନ ପିଇଓଙ୍କ ସମେତ ୩ ଗିରଫ

### ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଓ ମରାମତି ନାଁରେ ୭.୨୪ ଲକ୍ଷ ଟଙ୍କା ହଡ଼ପ, ପୂର୍ବତନ ପିଇଓଙ୍କ ସମେତ ୩ ଗିରଫ ବ୍ରହ୍ମପୁର: ଗ୍ରାମାଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ ସ୍ଥାପନ ଓ ରକ୍ଷଣାବେକ୍ଷଣ ନାଁରେ ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା  ୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ, ୫୩୮୦ ପ୍ରାଣୀ ଚିକିତ୍ସିତ

ପ୍ରାଣିସମ୍ପଦର ସୁରକ୍ଷାକୁ ପ୍ରାଥମିକତା  ୧୧,୮୫,୪୪୭ ପ୍ରାଣୀ ପ୍ରଭାବିତ, ୫୩୮୦ ପ୍ରାଣୀ ଚିକିତ୍ସିତ  ୮୯ ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ  ୧୨୮ ଟି ପ୍ରାଣୀ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ ଭୁବନେଶ୍ୱର, ତା: ୨୧/୧୧/୨୦୨୬ ବାତ୍ୟା ପ୍ରଭାବିତ…

ଗଞ୍ଜାମ ଗ୍ରାଉଣ୍ଡ ଜିରୋରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ସହ ଚାଷୀଙ୍କ ଜଳସେଚନ ସୁରକ୍ଷାକୁ ପ୍ରାଥମିକତା

*ଗଞ୍ଜାମ ଗ୍ରାଉଣ୍ଡ ଜିରୋରେ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ: ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ସହ ଚାଷୀଙ୍କ ଜଳସେଚନ ସୁରକ୍ଷାକୁ ପ୍ରାଥମିକତା* *ବାତ୍ୟା ଆକ୍ୱାନ୍‌ର ପ୍ରଭାବ ସମୀକ୍ଷା ସହ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ* *ଜଳସେଚନ ଭିତ୍ତିଭୂମିର…

ପିଏମ୍‌ଏୱାଇ ଘର ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ମାଗି ଧରାପଡ଼ିଲେ NAC କର୍ମଚାରୀ, ୭ ହଜାର ଟଙ୍କା ଜବତ

### ପିଏମ୍‌ଏୱାଇ ଘର ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ମାଗି ଧରାପଡ଼ିଲେ NAC କର୍ମଚାରୀ, ୭ ହଜାର ଟଙ୍କା ଜବତ ଭବାନୀପାଟଣା: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY)ରେ ଘର ନିର୍ମାଣ ପାଇଁ ବାକି ଅର୍ଥ ମଞ୍ଜୁର କରାଇଦେବାକୁ ହିତାଧିକାରୀଙ୍କଠାରୁ ଲାଞ୍ଚ ନେବାବେଳେ…

ବୃଦ୍ଧବୃଦ୍ଧାଙ୍କ ପେନସନ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ପିଇଓ ଗିରଫ

### ବୃଦ୍ଧବୃଦ୍ଧାଙ୍କ ପେନସନ ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ ପିଇଓ ଗିରଫ କୋରାପୁଟ – ବୃଦ୍ଧବୃଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ହଡ଼ପ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ କୋରାପୁଟ ଜିଲ୍ଲାର ଜଣେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO)ଙ୍କୁ ଗିରଫ…

ସୁସ୍ଥ ଗୃହପାଳିତ ପଶୁ, ବନ୍ୟଜନ୍ତୁ ସୁରକ୍ଷାରେ ସହାୟକ; ୩ଟି ରେଞ୍ଜରେ ୪୫୦ ଡୋଜ୍ ଟିକା ପ୍ରଦାନ

### ସୁସ୍ଥ ଗୃହପାଳିତ ପଶୁ, ବନ୍ୟଜନ୍ତୁ ସୁରକ୍ଷାରେ ସହାୟକ; ୩ଟି ରେଞ୍ଜରେ ୪୫୦ ଡୋଜ୍ ଟିକା ପ୍ରଦାନ ଅନୁଗୋଳ: ଗୃହପାଳିତ ପଶୁଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ସହ ବନ୍ୟଜନ୍ତୁଙ୍କୁ ରୋଗ ସଂକ୍ରମଣରୁ ସୁରକ୍ଷିତ ରଖିବା ଏବଂ ମଣିଷ-ବନ୍ୟଜନ୍ତୁଙ୍କ ମଧ୍ୟରେ ସୁସ୍ଥ ସହାବସ୍ଥାନକୁ ପ୍ରୋତ୍ସାହିତ…

ଚେଇଁ ଶୋଇଛନ୍ତି ଖଣିବିଭାଗ କତୃପକ୍ଷ, ଖଣିଚୋରୀକୁ ରୋକିବାକୁ ବଡ଼ବିଲ ପୋଲିସର ଚଢ଼ାଉ।

ଚେଇଁ ଶୋଇଛନ୍ତି ଖଣିବିଭାଗ କତୃପକ୍ଷ, ଖଣିଚୋରୀକୁ ରୋକିବାକୁ ବଡ଼ବିଲ ପୋଲିସର ଚଢ଼ାଉ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଖଣିମଣ୍ଡଳ ସତେ ଯେମିତି ଖଣି ମାଫିଆ ମାନଙ୍କ ଭୂସ୍ବର୍ଗ ପାଲଟିଥିବା ମନେହୁଏ। ଏହି ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତରେ ଖଣି ମାଫିଆ ମାନଙ୍କ…