Spread the love

66 ତମ ରାଜ୍ୟ ପୁରୁଷ ଓ ମହିଳା ବର୍ଗ ବାସ୍କେଟବଲ ପ୍ରତିଯୋଗିତା

କଟକ ବାରବାଟୀ ଷ୍ଟାଡିୟମ ଠାରେ ବାସ୍କେଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି,ଏହି ପ୍ରତିଯୋଗିତାରେ 33 ଟି ଜିଲ୍ଲା ରୂ ତଥା କ୍ଲବ ମାନେ ଅଂଶଗ୍ରହଣ କରିଛନ୍ତି,ପୁରୁଷ ବିଭାଗରେ 33 ଟି ଦଳ ତଥା ମହିଳା ବିଭାଗରେ 15 ଟି ଦଳ ଅଂଶ ଗ୍ରହଣ କରିଛନ୍ତି,ଆଜିର ଏହି ପ୍ରତିଯୋଗିତାକୁ ମୂଖ୍ୟ ଅତିଥି ଭାବରେଅଲମ୍ପିକ ଆସୋସିଏସନର ଉପସଭାପତି ତଥା ରୋଇଙ୍ଗ ଫେଡେରେସନ ର ସମ୍ପାଦକ ବିନୋଦ ଦାସ, ସାନମାନିତଅତିଥି ଭାବରେ ଓଡ଼ିଆ ଚଳଚିତ୍ର ଅଭିନେତା ଶ୍ରୀତମ ଦାସଯୋଗ ଦେଇ ଖେଳାଳି ମାନଂକୁ ଉଚ୍ଚାହିତ କରିଥିଲେ,ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶା ବାସ୍କେଟ ବଲ ସଂଘର ସଭାପତି ଜ୍ଞାନ ରଞ୍ଜନ ପରିଡା,ଉପସଭାପତି ନିରଜ ୟାଦବ,ରାଜୁ ଖୁଣ୍ଟିଆ ଶରତ ମହାପାତ୍ର,ସହ ସମ୍ପାଦକ ଦ୍ୱାରକା ମହାନ୍ତି,କୋଷାଧକ୍ୟ ପ୍ରଦୀପ ବେହେରା,ତଥା ସଂଘର ସଦସ୍ୟ ସତୀଶ ସାହୁ, ଅଶୋକ ସାହୁ,ସନ୍ତୋଷ ମହାନ୍ତି, ଗୌତମ ଗଜପତି,ପ୍ରମୁଖ ଯୋଗ ଦେଇଥିଲେ,ସଭା କାର୍ଯ୍ୟ ସମ୍ପାଦକ ଅଶୋକ ସାହୁ ପରିଚାଳନା କରିଥିଲେ,

Leave a Reply

Your email address will not be published. Required fields are marked *