Spread the love

74 ତମ ରାଜ୍ୟ ପୋଲିସ ଆଥଲେଟିକ୍ସ ଚାମ୍ପିୟନସିପ ଉଠଘାଟିତ

କଟକ -କଟକ ବକ୍ସିବଜାର ରିଜର୍ଭ ପୋଲିସ ପୋଲିସ ଗ୍ରାଉଣ୍ଡ ରେ 74ତମ ରାଜ୍ଯ ପୋଲିସ ଆଥଲେଟିକ୍ସ ମିଟ ଉଦଘାଟିତ ହୋଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଉଦଘାଟନୀ ଉତ୍ସବ ରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିବ ଏବଂ ଏଥିରେ ସମସ୍ତ ଜିଲ୍ଲା ସହ ମୋଟ 36 ଟି ଟିମ ଅଂଶଗ୍ରହଣ କରିଛନ୍ତି। ଏଥିରୁ ବିଭିନ୍ନ ଇଭେଣ୍ଟ ରେ ଶ୍ରେଷ୍ଠ କ୍ରୀଡାବିତ ମାନେ ଜାତୀୟ ତଥା ବିଶ୍ବ ଆଥଲେଟିକ ଚମ୍ପିୟନସିପ ରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ। ଏହା ପୋଲିସ କ୍ରୀଡାବିତ ଙ୍କ ମଧ୍ଯ ରେ ଖେଳୁଆଡ ମନୋଭାବ ସୃଷ୍ଟି କରିବା ସହ ସେମାନଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ପ୍ରସ୍ତୁତ କରିବାରେ ସହାୟକ ହେଉଛି।ବାଇଟ-1-ବିନୟତୋଷ ମିଶ୍ର ଡିଜି, କ୍ରାଇମବ୍ରାଞ୍ଚ

Leave a Reply

Your email address will not be published. Required fields are marked *