Spread the love

କଟକ: ସ୍ବାଧୀନତା ଦିବସ ପାଳନରେ ସବୁ ସରକାରୀ କର୍ମଚାରୀ ଉପସ୍ଥିତ ରହିବାକୁ କଡା ତାଗିଦ ତାଗିଦ କଲେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେଵ ଶିନ୍ଦେ ସ୍ବାଧୀନତା ଦିବସ ସମାରୋହରେ ଅନୁପସ୍ଥିତ ରହିଲେ କଡା କାର୍ଯ୍ୟାନୁଷ୍ଠାନ ଚେତାବନୀ ଫଟୋ ଉଠାଇ ଉପସ୍ଥିତିର ପ୍ରମାଣ ରଖିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ଜାତୀୟ ଦିବସ ପାଳନ ଉତ୍ସଵରେ ଅଧିକାଂଶ ସରକାରୀ କର୍ମଚାରୀ ଉପସ୍ଥିତ ରହୁନଥିବା ଅଭିଯୋଗ ଆସିଥିଲା।

ବାରବାଟୀରେ ସ୍ଵାଧୀନତା ଦିବସ ପାଳନ ପ୍ରସଙ୍ଗ “ଭେନ୍ୟୁକୁ ନେଇ କୌଣସି ସାଲିସ କରାଯିବ ନାହିଁ”ଏ ନେଇ ସ୍ପଷ୍ଟ କଲେ କଟକ ଜିଲ୍ଲାପାଳ ବାରବାଟୀ ଷ୍ଟାଡିୟମ୍ ରେ ହିଁ ପରେଡ ଅଭ୍ୟାସ ଓ ସ୍ଵାଧୀନତା ଦିବସ ପାଳନ ହେବା ନେଇ ଜିଲ୍ଲାପାଳଙ୍କ ସୂଚନା ଏକ ଘରୋଇ ଟୁର୍ଣ୍ଣାମେଣ୍ଟ ହେତୁ ନିର୍ଦ୍ଧାରିତ ସମୟ ସୀମା ପାଇଁ ଭେନ୍ୟୁ ଦେବାକୁ ଅରାଜି ଅଛି ଓସିଏ ।

କଟକ-କଟକ ଜିଲ୍ଲା ର ମହାବିଦ୍ୟାଳୟର ଆଇସିସି ରିପୋର୍ଟ ପ୍ରସଙ୍ଗ। ଦରମା ବନ୍ଦ ନିର୍ଦେଶ ପରେ ତତ୍ପର ହୋଇଛନ୍ତି କଲେଜଗୁଡିକ। ଅଧିକରୁ ଅଧିକ କଲେଜ ରିପୋର୍ଟ ଦାଖଲ କରୁଛନ୍ତି। 25 ସୁଦ୍ଧା ଡେଡ୍ ଲାଇନ ରହିଛି। ଏହା ପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଧେ ଙ୍କ ସୂଚନା

Leave a Reply

Your email address will not be published. Required fields are marked *