Spread the love

9th ଜାତୀୟ କୁମଫୁ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବ

ପୁରୀ – ସ୍ତାନୀୟ ରେଲୱେ କଲ୍ଯାଣମଣ୍ଡପ ଠାରେ ନବମ ଜାତୀୟ କୁ ମଫୁ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗୀତାରେ ମୁଖ୍ୟ ଅତିଥି ଭାବେ ରାଜ୍ଯସଭା ସାଂସଦ ଶ୍ରୀ ସୁଭାସିସ ଖୁଣ୍ଟିଆ ଯୋଗଦେଇଥିଲେ ,ସମ୍ମାନୀୟ ଅତିଥି ଭାବେ ଶ୍ରୀ ମନୋଜ କୁମାର ଦାସ ସମାଜସେବୀ, ଡକଟର ଦେବେନ୍ଦ୍ର ତରେଇ ପୁରୀ ଜିଲ୍ଲା ବିଜେପି ସଭାପତି, ପୂର୍ଣ୍ଣ ଚନ୍ଦ୍ର ଦାସ ସମାଜସେବୀ, ଡକ୍ଟର ଷ୍ଟାଲିନ୍ ପରିଜା ସେକ୍ରେଟାରୀ ଯୁବ ବିଜୁ ଜନତା ଦଳ ଉପସ୍ଥିତ ହୋଇ ବିଜେତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ, ଏହି ଉତ୍ସବରେ ପ୍ରଦୀପ କାଣ୍ଡିଙ୍କୁ ଥାର୍ଡ ଡlନ ବ୍ଲାକ ବେଲ୍ଟ ଏବଂ ମାନସ ରଞ୍ଜନ ସାହୁଙ୍କୁ ଫାର୍ଷ୍ଟ ଡlନ ବ୍ଲାକ ବେଲ୍ଟ
ମାନପତ୍ର ଗୁଡିକ ଇଣ୍ଟରନ୍ୟାସନାଲ କୁଂଫୁ କାଉନ୍ସିଲର ଚେୟାରମ୍ଯାନ ପପୁନ ପଲ ପ୍ରଦାନ କରିଥିଲେ, ଏହି ଜାତୀୟ ପ୍ରତିଯୋଗିତାରେ ଓଡିଶାରୁ 17 ଜଣ ଖେଳାଳି, ପ୍ରଶିକ୍ଷକ ମାନସ ସାହୁଙ୍କ ତତ୍ତ୍ବlବଧlନ ରେ ଭାଗ ନେଇ 6 ଟି ସ୍ଵର୍ଣ୍ଣ, 2 ଟି ରୌପ୍ୟ 3 ଟି କାନ୍ସ ପଦକ ହାସଲ କରିଥିଲେ, ଶେଷରେ ଓଡିଶା କୁଂଫୁ ଆସୋସିଏସନର ସଭାପତି ଶ୍ରୀ ଚନ୍ଦନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *