Preloader

Category: Sports

ବିଶ୍ୱ ଦୌଡ଼କୁଦରେ ଜ୍ୟାକବ ଓ ଡୁପ୍ଲାଣ୍ଟିସଙ୍କ ସ୍ୱର୍ଣ୍ଣିମ ସଫଳତା

ବିଶ୍ୱ ଦୌଡ଼କୁଦରେ ଜ୍ୟାକବ ଓ ଡୁପ୍ଲାଣ୍ଟିସଙ୍କ ସ୍ୱର୍ଣ୍ଣିମ ସଫଳତା ଅସ୍ତ୍ରୋପଚାର ପରେ ଟ୍ରାକ୍‌କୁ ଫେରିଥିବା ନରୱେର ତାରକା ଧାବକ ଜ୍ୟାକବ ଇଞ୍ଜିବ୍ରିଗ୍ଟସେନ୍‌ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ଚମକପ୍ରଦ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁରୁଷ ୫,୦୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିବା ସହ…

ହକି ଓଡ଼ିଶାକୁ ‘ହାଇଜାକ୍’ ଅଭିଯୋଗରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି

ହକି ଓଡ଼ିଶାକୁ ‘ହାଇଜାକ୍’ ଅଭିଯୋଗରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କଟକ ଓଡ଼ିଶାର ହକି ପ୍ରଶାସନକୁ ‘ହାଇଜାକ୍’ କରାଯାଉଥିବା ଅଭିଯୋଗ କରିଛନ୍ତି ହକି ଓଡ଼ିଶାର କର୍ମକର୍ତ୍ତା ଓ ପୂର୍ବତନ ଖେଳାଳି। ରାଜ୍ୟ ହକି ସଂଗଠନରେ ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ଫେରାଇ ଆଣିବାକୁ…

୪ ବର୍ଷରେ ଚେସ୍‌ରେ ବିଶ୍ୱ ରେକର୍ଡ, ଓଡ଼ିଶାର ଏଲେନାଙ୍କ ଐତିହାସିକ ସଫଳତା

ଭୁବନେଶ୍ୱର: ମାତ୍ର ୪ ବର୍ଷ ବୟସରେ ଚେସ୍‌ ଜଗତରେ ଇତିହାସ ରଚିଲେ ଓଡ଼ିଶାର କୁନି ପ୍ରତିଭା ଏଲେନା ମିଶ୍ର। ଅଧିକୃତ FIDE ରେଟିଂ ହାସଲ କରି ସେ ବିଶ୍ୱର ସବୁଠାରୁ କମ୍ ବୟସର ମହିଳା ଚେସ୍‌ ଖେଳାଳି ଭାବେ ନୂଆ ରେକର୍ଡ…

‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’: ବିଶ୍ୱର କ୍ରୀଡ଼ା ରାଜଧାନୀ ହେବ ଓଡ଼ିଶା, ନିରବଚ୍ଛିନ୍ନ ପ୍ରୟାସ ଜାରି ରହିବ

‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’: ବିଶ୍ୱର କ୍ରୀଡ଼ା ରାଜଧାନୀ ହେବ ଓଡ଼ିଶା, ନିରବଚ୍ଛିନ୍ନ ପ୍ରୟାସ ଜାରି ରହିବ ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ଶକ୍ତିକେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନିଜର ପ୍ରୟାସ ଜାରି ରଖିବ। ‘ଖେଳିବ ଓଡ଼ିଶା,…

କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ

କର୍ଲାଯୋରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମବରଗଡ଼:୨୨/୮(ପବିତ୍ର ମେହେର): ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ଜୀବଜଗତର ସ୍ଥିତି ଅସମ୍ଭବ।ଏହାକୁ ଆଖି ଆଗରେ ରଖି ବୃକ୍ଷ ରୋପଣ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବରଗଡ଼ ଜିଲ୍ଲା ଭଟଲି…

ଦ୍ୱିତୀୟ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଦ୍ୱିତୀୟ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକକଟକ, ୨୩/୮: ବାରବାଟୀ ୟୁନାଇଟେଡ୍ କ୍ଲବ ପକ୍ଷରୁ ସ୍ୱର୍ଗତ ସତ୍ୟବ୍ରତ ବେହେରାଙ୍କ ସ୍ମୃତିରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ସତ୍ୟବ୍ରତ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ବାରବାଟୀ…

କଳିଙ୍ଗ ଷ୍ଟାଡିଅମ୍‌ରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା

କଳିଙ୍ଗ ଷ୍ଟାଡିଅମ୍‌ରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ: କ୍ରୀଡ଼ା କ୍ଷେତ୍ରରେ ନୂଆ ଅଧ୍ୟାୟ ଲେଖୁଛି ଓଡ଼ିଶା ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ୍‌ରେ ଆୟୋଜିତ ‘ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ସିଲଭର୍‌ ୨୦୨୬’ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱସ୍ତରୀୟ ଆଥଲେଟ୍‌ମାନଙ୍କ ଚମତ୍କାର ପ୍ରଦର୍ଶନକୁ ଉପଭୋଗ…

କଳିଙ୍ଗ ଷ୍ଟାଡିୟମରେ ବିଶ୍ୱସ୍ତରୀୟ ଆଥଲେଟିକ୍ସ ମହାକୁମ୍ଭ, ସିଲ୍ଭର ମିଟ୍‌ର ଶୁଭାରମ୍ଭ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍‌ ସିଲ୍ଭର ମିଟ୍‌। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଆଥଲେଟିକ୍ସ ଫେଡେରେସନ୍‌…

କଳିଙ୍ଗରେ ଆଥ୍‌ଲେଟିକ୍ସର ଧମାକା: ଅଗଷ୍ଟ ୨୨ରେ ବିଶ୍ୱସ୍ତରୀୟ ସିଲ୍‌ଭର୍ ମିଟ୍

କଳିଙ୍ଗରେ ଆଥ୍‌ଲେଟିକ୍ସର ଧମାକା: ଅଗଷ୍ଟ ୨୨ରେ ବିଶ୍ୱସ୍ତରୀୟ ସିଲ୍‌ଭର୍ ମିଟ୍ ଭୁବନେଶ୍ୱର: ଆନ୍ତର୍ଜାତୀୟ ଆଥ୍‌ଲେଟିକ୍ସ ମଞ୍ଚରେ ଓଡ଼ିଶାର ଆଉ ଏକ ବଡ଼ ପଦକ୍ଷେପ। ଆସନ୍ତା ଅଗଷ୍ଟ ୨୨ରେ କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ ବିଶ୍ୱ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ସିଲ୍‌ଭର୍ ମିଟ୍।…

ହକି ବିଶ୍ୱକପ୍‌ରେ ଭାରତର ଗୋଲ୍‌ବର୍ଷା: ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇଲା ଟିମ୍‌ ଇଣ୍ଡିଆ

ହକି ବିଶ୍ୱକପ୍‌ରେ ଭାରତର ଗୋଲ୍‌ବର୍ଷା: ଦକ୍ଷିଣ ଆଫ୍ରିକାକୁ ୬-୧ରେ ହରାଇଲା ଟିମ୍‌ ଇଣ୍ଡିଆ ଆମଷ୍ଟେଲଭିନ୍‌, ୧୯/୮: ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଦମ୍‌ଦାର ପ୍ରଦର୍ଶନ। ମଙ୍ଗଳବାର ଖେଳାଯାଇଥିବା ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତ ୬-୧ ଗୋଲ୍‌ର ବଡ଼…