

ସୁରକ୍ଷା ଦୃଷ୍ଟିରେ ବଅଁରପାଳ ପୋଲିସ ପକ୍ଷରୁ ନାକାବନ୍ଧି
(ଜେ ବି ଏନ /ସୁଶାନ୍ତ କୁମାର) ୧୮/୧୨ /୨୦୨୦ ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ପୋଲିସ ପକ୍ଷରୁ ନାକାବନ୍ଧି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସୂଚନା ମୁତାବକ ଜିଲ୍ଲା ରେ ବା ରାଜ୍ୟ ହେଉ ବିଭିନ୍ନ ପ୍ରକାର ଅପରାଧି କାର୍ଯ୍ୟକ୍ରମ ହୋଇଚାଲିଛି। ଏହାକୁ ଦୃଷ୍ଟିରେ ରଖି ବଅଁରପାଳ ଥାନା ଅଧିକାରୀ ଶ୍ରୀ ସୁନୀଲ କୁମାର କର ଙ୍କ ନେତୃତ୍ବରେ ନିଜ ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ଯାନବାହାନ ର ଟିକିନିକି କରି ତଦନ୍ତ କରି ଛଡା ଯାଉଥିବା ର ନଜରରେ ଆସିଛି।





