: ୩ ବର୍ଷ ଶିଶୁ ଲୋମହର୍ଷ ହତ୍ୟା ର ପର୍ଦ୍ଦାଫାସ

: ୩ ବର୍ଷ ଶିଶୁ ଲୋମହର୍ଷ ହତ୍ୟା ର ପର୍ଦ୍ଦାଫାସ
(ଜେ ବି ଏନ /ସୁଶାନ୍ତ କୁମାର) ୧୮/୧୨/୨୦୨୦ ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ତିନି ବର୍ଷ କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ। ସୂଚନା ମୁତାବକ ୩ ବର୍ଷ ଶିଶୁପୁତ୍ରକୁ ହତ୍ୟା କରି କୂଅରେ ଫିଙ୍ଗି ଦିଆଯାଇଥିଲା। ପଡ଼ୋଶୀ ମହିଳା ଭାରତୀ ସାହୁଙ୍କୁ ନିହଲପ୍ରସାଦ ପୋଲିସ୍ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟା କରାଯାଇଥିବା ଜଣାପଡିଛି। ଗତକାଲିଠୁ ଥାନାରେ ଭାରତୀଙ୍କୁ ଅଟକ ରଖି ପୋଲିସ୍ ପଚରାଉଚାରା କରିଥିଲା ବେଳେ ଆଜି କାଳିଆ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି।
ଗତ ୧୬ ତାରିଖ ଠାରୁ ନିଖୋଜ ଥିବା ୩ ବର୍ଷର ଶିଶୁ କାଳିଆ ଅଚାନକ ଗାୟବ ହୋଇଯାଇଥିଲେ।



