ସକାଳୁ ସକାଳୁ ଶୀତୁଆ କୋହଲା ପାଗ, ଜାରି ରହିଛି କୁହୁଡି

ଜେ ବି ଏନ, ୧୯/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ଅନୁଗୋଳ : ରାଜ୍ୟରେ ଶୀତର ଲହରି ଜାରି ରହିଛି l ତେବେ ଆଜି ଶୀତୁଆ ସକାଳକୁ ଉପଭୋଗ କରିବା ପାଇଁ ପ୍ରାତଃ ଭ୍ରମଣ ଫିକା ହୋଇ ଯାଇଛି l କାରଣ ଅଧିକାଂଶ ସ୍ଥାନରେ କୁହୁଡ଼ି ଜାରି ରହିଛି l

ପ୍ରାୟ ତିନି ମିଟର ଦୂରତା ପରେ ଜଣେ ଆଉ ଜଣଙ୍କୁ ଦେଖିବା ସହଜ ହେଉନାହିଁ l ଫଳରେ ଲୋକମାନେ ପ୍ରାତଃ ଭ୍ରମଣ ର ଆନନ୍ଦ ଉଠାଇ ପାରୁ ନାହାନ୍ତି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


