ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ନେତୃତ୍ୱ ନେବେ ଅଜିଙ୍କ୍ୟ ରାହାଣେ: ସୂତ୍ର

ଜେ ବି ଏନ, ୨୫/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତର ନେତୃତ୍ୱ ନେବେ ଅଜିଙ୍କ୍ୟ ରାହାଣେ। ଏମିତି ଏକ ସୂଚନା ହସ୍ତଗତ ହୋଇଛି l ସୂଚନା ମୁତାବକ ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଭାରତର ନେତୃତ୍ୱ ନେବେ। ସେହିପରି ଦଳକୁ ସିରାଜ, ପନ୍ତ, ଗିଲ ଆସୁଥିବା ବେଳେ ସାହା, ଶାମି, ଶ ଦଳରୁ ବାଦ ପଡ଼ିବା ନେଇ ସୂଚନା ରହିଛି l



