Spread the love

ସପ୍ତାହବ୍ୟାପି ଦୁର୍ନୀତିବିରୋଧରେ ସୂଚନା କର୍ମୀମାନଙ୍କ ଅଭିଯାନ ପାଳନ……. ଢେଙ୍କାନାଳ ଜିଲ୍ଲାପାଳ ସମ୍ମୁଖରେ ଜିଲ୍ଲା ଆବାହକ ପ୍ରିୟବ୍ରତ ଗଡ଼ନାୟକ ନିର୍ଦେଶ ଅନୁସାରେ ଶାନ୍ତି ପ୍ରିୟ ଭାବରେ ଜିଲ୍ଲାପାଳ ସମ୍ମୁଖୀରେ ଦୁର୍ନୀତି ବିରୋଧ ରେ ନାରାବାଜି ଏବଂ ଦୁର୍ନୀତି କର୍ମଚାରୀ ମାନଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ ଏବଂ ସଠିକ ସମୟରେ ସୂଚନାର ତଥ୍ୟ ନ ମିଳିବା ଢେଙ୍କାନାଳ ଜିଲ୍ଲା କେମିତି ଦୁର୍ନୀତି ବନ୍ଦ ହେବ ସେହି ବିଷୟରେ ଆଲୋଚନା କରାଯାଇଥିଲା ଦିନକୁ ଦିନ ସୂଚନା କର୍ମୀଙ୍କୁ ଆକ୍ରମଣ ଶିକାର ହେଉଛନ୍ତି ତ ହତ୍ୟା ଧମକ ମିଳୁଥିବା ଅଢେଇ ବର୍ଷ ବିଜେପି ସରକାର ଶାସନ ସଫଳତା ମମର୍ଡର ବିଲ ଓଡିଶାର ଖଣି ଜଙ୍ଗଲ ଅଧିକାର ବଞ୍ଚିତ ହେଉଥିବା ଉପରେ ଆଲୋଚନା ହୋଇଥିଲା ବିକାଶ ନାୟକ, ରାମଚନ୍ଦ୍ର ଦେବତା, ରଞ୍ଜନ ପଟ୍ଟନାୟକ, ସୁବାଷ ପଧାନ, କାମାକ୍ଷା ପ୍ରସାଦ ବିହାରୀ, ରମାକାନ୍ତ ଜେନା, ରାଜୀବ କର ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *