WordPress database error: [Table 'jagratbharatnews_in12.wp_vbkpkg_yoast_seo_links' doesn't exist]
SELECT `target_post_id` FROM `wp_vbkpkg_yoast_seo_links` WHERE `url` = 'https://www.jagratbharatnews.in/wp-content/uploads/2026/10/IMG-20261008-WA0146-300x169.jpg' LIMIT 1

Spread the love

*ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଓଡ଼ିଶା ବନ୍ଦ ଡାକରାକୁ କଣିହାଁ ବ୍ଲକ କଂଗ୍ରେସର ସମର୍ଥନ*

ଓଡ଼ିଶା ବନ୍ଦ ଡାକରା ରେ ଅନୁଗୋଳ ଜିଲ୍ଲ କଣିହାଁ ବ୍ଲକ କଂଗ୍ରେସ ତରଫରୁ କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଟୋଲଗେଟ ଛକ ଠାରେ ଆଜି କଂଗ୍ରେସ ପକ୍ଷରୁ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି! ପାଳଲହଡା କଂଗ୍ରେସ ବିଧାୟକ ପ୍ରାଥୀ ସୁବ୍ରତ ଗଡ଼ନାୟକଙ୍କ ନେତୃତ୍ୱ ରେ ନାରଣ ଶତପଥୀ,ନରେନ୍ଦ୍ର ଗଡ଼ନାୟକ,ପ୍ରତାପ କୁମାର ବେହେରା, ସୁବାସ ଦାସ, ଧନୁର୍ଜୟ ସାମଲ, ପ୍ରମୋଦ ବେହେରା, ସୁଶାନ୍ତ କୁମାର ବେହେରା, ଦୀପକ ସାହୁ ଓ ଅନ୍ୟ କର୍ମୀ ସମେତ ବନ୍ଦ କୁ ସମର୍ଥନ ଜଣାଇ ପ୍ରତିବାଦ କରିଛନ୍ତି ! ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ , ଗଣତନ୍ତ୍ର ବଞ୍ଚାଅ ଏବଂ ଦେଶ ବଞ୍ଚାଅ ନାରା ଦେଇ କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରକାର ନାରାଦେଇ ସମଲ ଅଂଚଳର ସମସ୍ତ ସରକାରୀ ଓ ବେସରକାରୀ ଅଫିସ ରାସ୍ତା ଘାଟ ସମସ୍ତ ଦୋକାନ ବଜାରକୁ ଵନ୍ଦ କରିଛନ୍ତି । ଏହା ଦ୍ୱାରା ରାସ୍ତା ବଜାର ଵନ୍ଦ ହେବା ଦ୍ଵାରା ଶହ ଶହ ସଂଖ୍ୟାରେ ଗାଡି ଅଟକି ରହିଛି! କଣିହାଁ ସ୍ଥିତ ବଜାର ସମୂର୍ଣ୍ଣ ବନ୍ଦ ରହିଵା ସଙ୍ଗେ ସଙ୍ଗେ ଲୋକମାନଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଛି !
କଣିହାଁରୁ ସୁନୀଲ କୁମାର ସାମଲଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *