Spread the love

ଖତେଇବେରେଣୀ ତାରିଣୀ ଭୋଗ ମଣ୍ଡପ ନିମ୍ନମାନର ନିର୍ମାଣ ଅଭିଯୋଗ……

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଂଚାୟତ ଖତେଇବେରେଣୀ ଠାରେ ତାରିଣୀ ପୀଠ ଭୋଗ ମଣ୍ଡପ ସରକାର ତରଫରୁ ଚାରି ଲକ୍ଷ୍ମ ପଚାଶ ହଜାର ଟଙ୍କା ଅନୁଦାନ ନିର୍ମାଣ ପାଇଁ ମଞ୍ଜୁରୀ ହୋଇଛି!ଠିକାଦାର ଏହାର ସଠିକ ମାପରେ ବାଲି, ସିମେଣ୍ଟ, ଇଟା ନିମ୍ନମାନର ତିଆରି ଚାଲିଛି!ସରକାରୀ କର୍ମଚାରୀ ଉପସ୍ଥିତ ରହୁନଥିବାରୁ ଠିକାଦାର ମନଇଚ୍ଛା କାର୍ଯ୍ୟ କରୁଛି!କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏହାର ଫାଇଦା ନେଉଛନ୍ତି ଠିକାଦାରଏବଂ କୌଣସି ସରକାରୀ କର୍ମଚାରୀ ତଦାରଖ କରୁନାହାନ୍ତି!ଏ ବିଷୟରେ ଯନ୍ତ୍ରୀକୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା!ଏହାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ଜିଲ୍ଲାପାଳ ତଦନ୍ତ ପାଇଁ ଦୃଷ୍ଟି ଆକ୍ରଶାଣ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି!

Leave a Reply

Your email address will not be published. Required fields are marked *