Spread the love

ବିଜେଡ଼ି ନେତାଙ୍କ ପରଲୋକ
ତାଳଚେର, ୧୬/୧୧ ତାଳଚେର ଜଣାଶୁଣା ବରିଷ୍ଠ ବୁଜୁଜନତା ଦଳର ନେତା ତଥା କର୍ମୀ ଚନ୍ଦ୍ରଶେଖର ମହାରଣା (୭୩)ଙ୍କ ଅସୁସ୍ଥତା ଯୋଗୁଁ ତାଙ୍କ ବାସଭବନରେ ପରଲୋକ ଘଟିଛି । ଏହି ଖବର ପ୍ରଚାରିତ ହେବାପରେ ବହୁମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ କାରିଗରପଡ଼ା ବାସଭବନରେ ପଂହଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରର୍ବଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଏହି ଖବର ଶୁଣି ପୂର୍ବତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୂତିଆ, ଯଯାତି ପଟ୍ଟନାୟକ, କାଉନସିଲର ସନ୍ତୋଷ ବେହେରା, ଜିତେନ୍ଦ୍ର ଦାସ ପ୍ରମୁଖ ତାଙ୍କର ଶେଷ ଦର୍ଶନ କରିଥିଲେ । ସେ ଜଣେ ମେଳାପୀ, ମିଷ୍ଠଭାଷୀ, ପରୋପକାରି, ଭାଗବତ ରୁଚି ବ୍ୟକ୍ତିଥିଲେ ।

Leave a Reply

Your email address will not be published. Required fields are marked *