କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ରେ ନେତାଜି ଜୟନ୍ତୀ ପାଳିତ

ଜେ ବି ଏନ, ୨୪/୦୧ /୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : କଳିଙ୍ଗ ଭାରତୀ ପ୍ରାୟଷ୍ଠାତା /ସମ୍ପାଦକ ଚିତ୍ତରଞ୍ଜନ ପାଢୀ, ସଭାପତି କାର୍ତ୍ତିକେଶ୍ୱର ପାଣି,ଉପ ସଭାପତି ଉପେନ୍ଦ୍ର ସେନାପତି, କୋଷାଧକ୍ଷ ଅନନ୍ତ ଚରଣ ବେହେରା, ସଂଯଜିକା ଉର୍ମିଳା ସାହୁ, ସହ ସଂଯୋଜିକା ଅର୍ପିତା ଦାସ, ସମୀକ୍ଷକ କାନନ ଵାଳା ପାଢୀ ସହ ସମ୍ପାଦକ ସ୍ନେହା ଶିଶ ଶିଂହା, ସହ ସମୀକ୍ଷସକ ରମେଶ ପ୍ରସାଦ ଗର୍ତ୍ତୀ ଉପଦେଷ୍ଟା ରବିନାରାୟଣ ମହାନ୍ତି, ମୁଖ୍ୟ ଉପଦେଷ୍ଠା କୈଳାଶ ଚନ୍ଦ୍ର ବରାଳ ଉପସ୍ଥିତ ରହି କଳିଙ୍ଗ ଭାରତୀ ଶିଶୁ ଵିଦ୍ୟା ମନ୍ଦିର ପରିସରରେ ନେତାଜୀ ଜୟନ୍ତୀ ପାଳନ କରିଥିଲେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
