Spread the love ବିଖ୍ୟାତ ଦହିବରା ମାଲିକଙ୍କ ଦେହାନ୍ତ (ଜେ. ବି. ଏନ୍/ଶୁଭମ ପାଣି) ୦୨ /୦୨ /୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଗଣେଶ ବଜାର୍ ସ୍ଥିତ, ବରିଷ୍ଠ କର୍ମକର୍ତ୍ତା ସଦାଶିବ ସାହୁ ଢେଙ୍କାନାଳ ବିଖ୍ୟାତ ଦହି ବରା ।୭୦ ବୟସରେ ଆଜି କଟକ ସ୍ଥାନୀୟ ମେଡିକାଲ ରେ ଆଜି ମୃତ୍ୟୁ ବରଣ କରିଛନ୍ତି। ତାଙ୍କ ପାଖରେ ଥିଲେ ତାଙ୍କ ବଡ ପୁଅ। ଢେଙ୍କାନାଳ ସୁଇଟ ଆସୋସିଏସନ ର କର୍ମକର୍ତ୍ତ ମାନେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବଜାରର ସମସ୍ତ କର୍ମକର୍ତ୍ତା ମାନଙ୍କ ସହ ପରିବାର ରେ ଶୋକର ଛାୟା ଖେଳିଯାଇଛି। Post Views: 19 Post navigation ୯ଟି ବନ୍ଧୁକ ୧୩ଟି ଗୁଳି ଦୁଇ ଖଣ୍ଡା ସହ ୫ଗିରଫ ବିଧାୟକ ଙ୍କ ଦ୍ଵାରା ବିଭିନ୍ନ କାମର ତଦାରଖ