ଦେଶର ବିଭିନ୍ନ ସ୍ଥାନରେ ବର୍ଷା କିମ୍ବା ବଜ୍ରପାତ ସମ୍ଭାବନା

ଜେ ବି ଏନ, ୦୪/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ),ନୂଆଦିଲ୍ଲୀ : ଦେଶର ବିଭିନ୍ନ ସ୍ଥାନରେ ବର୍ଷା ସହ ବଜ୍ରପାତ ସମ୍ଭା ସମ୍ଭାବନା ରହିଛି l ପଶ୍ଚିମ ହିମାାଳୟ ଏବଂ ପଞ୍ଜାବ , ହରିୟାଣା, ଚଣ୍ଡିଗଡ଼ ଏବଂ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ପଶ୍ଚିମ ଭାଗ ଏବଂ ଆଖପାଖ ଦିଲ୍ଲୀର ଆଖପାଖ ଅଞ୍ଚଳର , ପଟିଆଲା ଏବଂ ମୁକେଶ୍ୱରର କିଛି ଅଂଶରେ ଆଗାମୀ 3-4 ଘଣ୍ଟା ମଧ୍ୟରେ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି |
