ଓଡିଶା ପ୍ରଗତି ଦଳ ର ପ୍ରଗତି ସଭା ଅନୁଷ୍ଠିତ


ଜେ ବି ଏନ, ୦୪/୦୨ /୨୦୨୧, ((ସୁବ୍ରତ କୁମାର /ଶୁଭମ ପାଣି), ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମା ର ଗୋପବନ୍ଧୁ ଟାଉନ ହଲ୍ ଠାରେ ଓଡିଶା ପ୍ରଗତି ଦଳ ର ପ୍ରଗତି ସଭା ଅନୁଷ୍ଠିତ ହୋଇଛି l ଏଥିରେ ରାଜ୍ୟ ସଭାପତି ଜନ୍ମେଜୟ ଦାସ ଉପସଭାପତି ଗିରିଜା ମହାନ୍ତି , ଢେଙ୍କାନାଳ ଜିଲ୍ଲା ସଭାପତି ପ୍ରତାପ ପଣ୍ଡା , ମହାସଚିବ , ରାଜ୍ୟ ସଂପାଦକ ଓ ବିଭିନ୍ନ ଜିଲ୍ଲା ସଭାପତି , ଅନ୍ୟ ଦଳୀୟ କର୍ମୀ ଯୋଗ ଦେବାସହ ଦଳ ର ଆଭିମୁଖ୍ୟ କୁ ନେଇ ମତ ଦେଇଥିଲେ , ଓଡ଼ିଶା ପ୍ରଗତି ଦଳ ମହାମାନବ ମଧୁବାବୁ ଙ୍କ ଆଦର୍ଶ ଓ ବିଚାର କୁ ପାଥେୟ କରି ସାମାଜିକ , ରାଜନୈତିକ , ଓ ଅର୍ଥନୈତିକ ର ଦୃତ ପ୍ରଗତି ର ମୃଢା କୁ ପାଥେୟ କରି , ଯୁବ , ଛାତ୍ର , ମହିଳା , କୃଷକ , ଶ୍ରମିକ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ମୋଳିକ ଅଧୁକାର ସାମାଜିକ ନ୍ୟାୟ ପ୍ରଦାନ କରିବା ଓ ମଧୁବାବୁ ଙ୍ଗ ବଳିଷ୍ଠ ନେତୃତ୍ବ ର ଯେଉଁ ପରିଭାଷା ଗୁଞ୍ଜରଣ ହେଉଛି ତାର କିଛି ଅଂଶ ଆମେ ଉପଲବ୍ଧରିବା ସହ କାର୍ଯ୍ୟ ରେ କରି ଓଡ଼ିଶା କୁ ସାରାଦେଶରେ ଏକ ନ୍ୟ କରି ସୁନାର ଓଡ଼ିଶା ଗଠନ କରି ବାର ସଙ୍କଳ୍ପ ନେଇଛୁ ଏହି ଦଳର ସାଙ୍କେତିକ ଚିହ୍ନ ଡଙ୍ଗା ଏହି ରାଜନୈତିକ ଦଳ କୁ ସେବା କରିବାର ସୁଯୋଗ ଦେବା କୁ ସମସ୍ତ ଙ୍କୁ ବିନମ୍ର ନିବେଦନ କରିଛନ୍ତି l




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
