ବିଧାୟକ ଙ୍କ ଦ୍ଵାରା ବିଭିନ୍ନ କାମର ତଦାରଖ

ଜେ ବି ଏନ, ୦୩/ ୦୨/୨୦୨୧, (ରିପୋର୍ଟ, ରୂପକ ମହାନ୍ତି), ବ୍ରହ୍ମପୁର : ବରହମପୁରର ବିଭିନ୍ନ ୱାର୍ଡ ଉନ୍ନତିମୂଳକ କାର୍ଯ୍ୟ କୁ ତଦାରଖ କରିଥିଲେ ବିଧାୟକ ବିକ୍ରମ ପଣ୍ଡା ଓ ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦୋରୋ , ଅଜି ୱାର୍ଡନମ୍ୱର୍ 1 ର ଶାନ୍ତି ନଗର ହରିଡା ଖଣ୍ଡି ବନ୍ଧ, ହରିଡା ଖୋଣ୍ଡି ମାଛ ମାର୍କେଟ, ୱାର୍ଡନମ୍ବର 24ର ବିଜିପୁର ପରିବା ମାର୍କେଟ,KC ହାଇ ସ୍କୁଲ, ୱାର୍ଡ଼ ନମ୍ବର 35 ର ପାର୍କ , ବନା ବନ୍ଧ, ସାହି କୁ ସଂଯୋଗ କରୁଥିବା ରାସ୍ତା ଗୁଡ଼ିକର ତଦାରୋଖ କରିଥିଲେ,ଏହି ସମୟ ରେ ମହାନଗର ନିଗମର ବିଭିନ୍ନ ଅଧିକାରୀ ଓ ଇଞ୍ଜିନିୟର ଉପସ୍ଥିତ ଥିଲେ ।



