ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ସମିକ୍ଷା ବୈଠକ ରେ ଅଧ୍ୟକ୍ଷ ଙ୍କୁ ଅଣଦେଖା

ଜେ ବି ଏନ, ୦୩/୦୨ /୨୦୨୧, (ରିପୋର୍ଟ, ସରୋଜ କୁମାର ସାହୁ), ଯାଜପୁର : ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ସମିକ୍ଷା ବୈଠକ ରେ ଅଧ୍ୟକ୍ଷ ଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଆଣିଲେ ଅଧ୍ୟକ୍ଷ ସୁଧାଂଶୁ ଶେଖର ଭ୍ଞ ସମ୍ବିଧାନର ନିୟମ ଅନୁଯାୟୀ ବ୍ଲକ ର ସମିକ୍ଷା ବୈଠକ ବ୍ଲକ କାର୍ଯ୍ୟାଳୟ ରେ ହେବା କଥା, କିନ୍ତୁ ଏହି ବୈଠକ ଦାନଗଦି ବିଜେଡି କାର୍ଯ୍ୟାଳୟରେ କରାଯାଇଥିଲା। ବୈଠକ ରେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡେ଼ଇ, ତହସିଲଦାର, ବିଡ଼ିଓଙ୍କ ସମେତ ବ୍ଲକ ର ସମସ୍ତ କର୍ମଚାରୀ ଯୋଗଦେଇଥିଲେ। କିନ୍ତୁ ବ୍ଲକ ର ଅଧ୍ୟକ୍ଷ ଙ୍କୁ ସେ ସ୍ଥାନ କୁ ଡକାଯାଇ ନ ଥିଲା। ଏହା କେଉଁ ସମ୍ବିଧାନର ବିଧି ବ୍ୟବସ୍ଥା ରେ ଅଛି ବୋଲି ସାମ୍ବାଦିକ ସମ୍ମିଳନୀ ରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଅଧ୍ୟକ୍ଷ ସୁଧାଂଶୁ ଶେଖର ଭ୍ଞ। ସେପଟେ କି ବିଜେଡି କାର୍ଯ୍ୟାଳୟ ନୁହେଁ ମୋର ଘର,ମୋ ଘରକୁ କଣ ମୁଁ କାହାକୁ ଡାକିବାର ଅଧିକାର ନାହିଁ
। କିନ୍ତୁ ବିଧାୟକ ଙ୍କୁ ସିଧା ସିଧା ଜବାବ ମାଗିଛନ୍ତି ଦାନଗଦି ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ଶେଖର ଭ୍ଞ
। ଏହି ଘର ସାମ୍ନାରେ ଗତକାଲି ଥିଲା ବିଜେଡି କାର୍ଯ୍ୟାଳୟ ର ନଜର ମଧ୍ୟ ରହିଛି। ଏବେ ମଧ୍ୟ ଘର ଉପରେ ଦଳିୟ ଚିହ୍ନ ଶଙ୍ଖ ରହିଛି ଓ ବିଧାୟକ ଙ୍କ କହିବା ଅନୁସାରେ ଘରର କୈାଣସି ସ୍ଥାନରେ ରେସିଡେନ୍ସ ବୋଲି ଲେଖା ନାହିଁ ଏହା କିପରି ବିଧାୟକ ଙ୍କ ରେସିଡେନ୍ସ ହେଲା ସେ କଣ ତାଙ୍କ ମନ ଇଚ୍ଛା ରେ ବିଜେଡି କାର୍ଯ୍ୟାଳୟ ବଦଳରେ କହିବେ ରେସିଡେନ୍ସ ଥିବ ମନେ ମନେ ରାତି ଅଧିଆ ବିଜେଡି ବୋର୍ଡ ଖୋଲିକି ମନ ଇଚ୍ଛା ରେ କହିବେ ରେସିଡେନ୍ସ ବିଧାୟକ ଙ୍କର ବୋଲି କିଛି ଲେଖା ନାହିଁ।ଓ ବ୍ଲକ ର ସମିକ୍ଷା ବୈଠକ କୁ ଦଳିୟ କାର୍ଯ୍ୟଳୟ ରେ ଆୟୋଜନ କରି ସରକାରୀ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହିବା କେତେ ଦୂର ଯୁକ୍ତି ଯୁକ୍ତ ବୋଲି ବିଧାୟକ ଙ୍କୁ ଜବାବ ମାଗିଛନ୍ତି ଦାନଗଦି ବ୍ଲକ ଅଧ୍ୟକ୍ଷ ସୁଧାଂଶୁ ଶେଖର ଭ୍ଞ। କହିଛନ୍ତି ଯଥା ଶୀଘ୍ର ଏହି ସରକାରୀ ଅଫିସର ବିରୋଧରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେଇ ପଦକ୍ଷେପ ନେବେ ବୋଲି ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି।



