
ନିଜ ଅଙ୍କ ରେ ନିଜେ ଫେଲ
ବାଜି ମାରି ନେଲେ ବିରୋଧୀ
(ଜେ ବି ଏନ) ୧୪/୦୨/୨୦୨୧ ଅନୁଗୋଳ : ଅନୁଗୁଳ ବ୍ଲକ ଛେଳିଆପଡା ସରପଞ୍ଚ ପାଇଁ ହେଉଥିବା ଉପନିର୍ବାଚନରେ ଝରଣା ମହାଳିକ ବିଜୟୀ ହୋଇ ବିଜେଡି କୁ ଶକ୍ତି ଦେଖାଇଛି ବିଜେପି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜ୍ୟୋସ୍ନାମୟୀ ନାଏକଙ୍କୁ ୧୨୮ ଖଣ୍ଡ ଭୋଟରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାର ଭୋଟଗଣତି ଅନୁଗୁଳ ବ୍ଲକ କାର୍ଯ୍ୟାଳୟରେ କରାଯାଇଥିଲା ।ଏଠାରେ କଥା ଉଠୁଛି କି ବିଜେଡି ଗଡ଼ରୁ ଏହା କିପରି ହେଲା। ବିଜେଡି କିପରି ଲଗିଲା ଏପରି ଝଟକା। ଆଉ କିଛି ମାସ ପରେ ନିର୍ବାଚନ ହେବାର ଅଛି ତାହା ପୁଣି ସରପଞ୍ଚ ପ୍ରାଥୀ ଙ୍କ ନିର୍ବାଚନ। ଏହି ପରିପେକ୍ଷିରେ ବିଜେଡି ହାରିବା ବା ନିଜ ଅଙ୍କ ରେ ନିଜେ ଫେଲ ମାରିବା ବିଜେଡି ପ୍ରେମୀ ଙ୍କ ପାଇଁ ଦ୍ଵନ୍ଦ ସ୍ରୁଷ୍ଟି ନକରୁ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
