ବୁଢାପଙ୍କ ଗ୍ରାମରେ ମା ସରସ୍ଵତୀ ପୂଜା

ଜେ ବି ଏନ୍ (୧୬/୦୨/୨୦୨୧)ରିପୋର୍ଟ (ସୁବ୍ରତ ସାମଲ), ଅନୁଗୋଳ : ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢପଙ୍କ ଗ୍ରାମରେ ରେ ଏକ ପୂଜା ମଣ୍ଡପ ରେ ପୂଜା ପାଇଲେ ମା ବୀଣାପାଣି ସରସ୍ଵତୀ। ସରକାରଙ୍କର କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟକୁ ଆସିବା ପାଇଁ ମନା କରାଯାଇଥିବାରୁ ବିଦ୍ୟାଳୟ କୁ ନ ଯାଇ ପିଲା ମାନେ ଗ୍ରାମ ମଣ୍ଡପରେ ପୂଜା ପାଉଥିବା ମା ସରସ୍ଵତୀ ଙ୍କୁ ପୁଷ୍ପାଞ୍ଜଳି ଦିଆଯାଇଥିଲା, ଏବଂ ପୂଜା ମଣ୍ଡପରେ ପିଲା ମାନଙ୍କୁ ମଧ୍ୟ ଖଡି ଛୁଆ ଯାଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା।



