ସିଦ୍ଧି ବଳରାମଜୀଉ ଙ୍କ ଆଜି ଘୋଡଲଗି ପର୍ବ

ଜେ ବି ଏନ (ସୁବ୍ରତ କୁମାର /ଶୁଭମ ପାଣି) ୧୬/୦୨ /୨୦୨୧ ଢେଙ୍କାନାଳ : ସିଦ୍ଧି ବଲରାମ ଜୀଉ ମନ୍ଦିର ରେ ଆଜି ଠାରୁ ଦୀର୍ଘ ଏକ ମାସ ବ୍ୟାପୀ ଘୋଡ଼ ଲାଗୀ ପର୍ବ ପାଳିତ ହୋଇ ଯାଇଛି। ବସନ୍ତ ପଞ୍ଚମୀ ରେ ଭୋଗ ପାଇଁ ଆରିଶା ପିଠା ଲଗାଯିବା ସହ ଜୀଉ ଙ୍କ ଶୀତ ବସ୍ତ୍ର ଖୋଲା ଯାଇଛି।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-1-scaled.jpg)