ଉତ୍କଲେସ୍ଵର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଜେ. ବି. ଏନ୍ (୧୬-୧୭/୦୨ /୨୦୨୧)ଚଳିତ ମାଘ ମାସ ଶୁକ୍ଲ ପକ୍ଷ ଶ୍ରୀ ପଞ୍ଚମୀ ଦିନ କୁଞ୍ଜକାନ୍ତ କଲେଜ ରୋଡ ଠାରେ ବିଶାଳ ଭବ୍ୟ ଉତ୍କଲେସ୍ଵର ମନ୍ଦିର ଓ ପତିତପାବନ ରେ ମନ୍ଦିର ଦୀର୍ଘ ତିନି ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ ଶ୍ରୀ ପଞ୍ଚମୀ ତିଥିରେ ଫେବ୍ରୁଆରି ୧୧ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ଧରି ଶ୍ରୀ ଜଗନ୍ନାଥ ଙ୍କର ଆଜ୍ଞା ମାଳ ଓ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କର ଆଜ୍ଞା ମାଳ ଓ ଜଗତ୍ ଗୁରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଭାଗବାନଙ୍କ ର ଅନୁମତି କ୍ରମେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦିତ ହୋଇଯାଇଛି । ଉକ୍ତ ଅନୁଷ୍ଠାନରେ ପ୍ରାଣ ପ୍ରତିଷ୍ଠା ଶ୍ରୀମତି ପୁଷ୍ପାଳତା ପାଣିଗ୍ରାହୀ ଙ୍କର ସମ୍ପୂର୍ଣ୍ଣ ସମ୍ପର୍ଣ୍ଣ ସହଯୋଗରେ କାର୍ଯ୍ୟ ସମ୍ପାଦିତ ହେଲେ ଉକ୍ତ କାର୍ଯ୍ୟରେ ପୁରୀ ଗୋବର୍ଦ୍ଧନ ମଠ ପୁରୀ ରୁ ଦେବ ପାଠି ଓ ସୁ ପ୍ରତିଷ୍ଠିତ ପଣ୍ତିତ ମାନଙ୍କର ଦ୍ଵାରା ପ୍ରତିଷ୍ଠା କାର୍ଯ୍ୟ କରାଗଲେ ଲୋକାର୍ପିତ ହେଲେ ଭକ୍ତ ଏବଂ ବ୍ରହ୍ମଚାରୀ ସତ୍ୟ ଚୈତନ୍ୟ ମହାରାଜାଙ୍କର ତତ୍ବାବଧାନରେ ପୂରଣ କରାଗଲେ ଏବ୍ଂ କର୍ତ୍ତା ସର୍ବେଶ୍ଵର ମିଶ୍ର, କନକ ଲତା ମିଶ୍ର, ସହଯୋଗ କରିଥିଲେ। ଏବ୍ଂ ପ୍ରତେକ ଦିନ ସୂର୍ଯ୍ୟ ପୂଜା, ଗୋ ପୂଜା ଗୁରୁ ପୂଜା, ଶ୍ରୀ ଠାକୁରଙ୍କର ମହା ସ୍ନାନ, ରୁଦ୍ରାଭିଷେକ, ଚଣ୍ଡି ପାଠ, ଅନ୍ୟନ୍ୟ ନୀତି କାନ୍ତ ସହ ସମ୍ପାଦକ କରିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-19-scaled.jpg)
