ବସ୍ତି ବାସିନ୍ଦା ସଂଘ ପକ୍ଷରୁ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ଜେ ବି ଏନ, ୧୮/୦୨/୨୦୨୧, (ରିପୋର୍ଟ, ଜ୍ୟୋତି ରଞ୍ଜନ ପରିଡା) , ଜଗତସିଂହପୁର : ଜଗତସିଂହପୁର ପୌର ପାରିଷଦ ବାର ନମ୍ବର ୱାର୍ଡ ବଡ ବଜ଼ାର କେନାଲ ବନ୍ଧ ପାର୍ଶ୍ଵ ରେ ଦୀର୍ଘ ଦିନ ଧରି ଝୁମ୍ପୁଡି ଘର କରି ରହିଥିବା ବସ୍ତି ବାସିନ୍ଦା ଙ୍କୁ ଉଛେଦ ନିମନ୍ତେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ର ଯୋଜନା ଚାଲିଛି ! ଏହି ବସ୍ତି ବାସିନ୍ଦାମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ମଧ୍ୟ୍ୟ ସରକାର ପ୍ରଦାନକରିଛନ୍ତି ! କିନ୍ତୁ ଆବାସ ଯୋଜନା ରେ ପକା ଘର ମିଳିନାହିଁ ! ଆର୍ଥିକ ଅନାଟନ ଯୋଗୁ ଦୀର୍ଘ ଦିନ ହେବ ଝୁମ୍ପୁଡି ଘରେ ବସ୍ତି ବାସିନ୍ଦା ବସବାସ କରୁଛନ୍ତି ! ବସ୍ତି ବାସିନ୍ଦା ଙ୍କ ସମସ୍ୟା କୁ ନେଇ ପୂର୍ବତନ ପୌର ପାରିଷଦ ଅଧକ୍ଷ୍ୟ ବିପ୍ଳବ କୁମାର ଚୌଧୁରୀ ଙ୍କ ନେତୃତ୍ୱ ରେ ଶତାଧିକ ବସ୍ତି ବାସିନ୍ଦା ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି !




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)