ଦାଦା ବଟି ଆଦାୟ ଅଭିଯୋଗରେ ଦୁଇ ଗିରଫ

ଜେ ବି ଏନ, ୨୧/୦୨ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ପୁରୀ : ରାଜ୍ୟ ସରକାର ଙ୍କ ପକ୍ଷରୁ ଦାଦା ବଟି ରୋକିବା ପାଇଁ ଅଭିଯାନ ଆରମ୍ଭ ହୋଇଛି I ଏହି ପରିପ୍ରେକ୍ଷୀରେ ପୁରୀ ପୋଲିସ କୁ ମିଳିଛି ବଡ ସଫଳତା l ପୁରୀ ସି ବିଚ୍ ପୋଲିସ ଆଇ ଆଇ ସି ଓ ତାଙ୍କ ଟିମକୁ ପୋଲିସ ବିଭାଗ ପକ୍ଷରୁ ତାଙ୍କୁ ସାବାସି ମିଳିଛି l ଦାଦା ବଟି ଅଭିଯୋଗ ପାଇଁ ପୁରୀ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି l ସୂଚନା ମୁତାବକ ସେମାନଙ୍କ ପାଖରୁ ଗୋଟିଏ ପିସ୍ତଲ, ଏବଂ ଜୀବନ୍ତ ଗୁଳି ଜବତ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି l
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


