ସିଦ୍ଧ ବଲରାମ ଜୀଉ ଙ୍କ ପିଠରେ ମହାପ୍ରଭୁଙ୍କ ମାଘ ମାସ ବଡ ଏକାଦଶୀ

ଜେ. ବି. ଏନ୍ (୨୩/୦୨ /୨୦୨୧, ରିପୋର୍ଟ, ସୁଶାନ୍ତ କୁମାର ସାମଲ ), ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ସିଦ୍ଧ ବଲରାମ ଜୀଉ ଙ୍କ ପିଠରେ ମହାପ୍ରଭୁଙ୍କ ପୂଜା ଅର୍ଚନା କରାଯାଇଥିଲା ।ପ୍ରାତଃ ମଙ୍ଗଳ ଆଳତି ଚିତ୍ର କର ଦ୍ଵାରା ମୁଖ ଶୃଙ୍ଗାର, ମହାସ୍ନାନ, ନୂତନ ବସ୍ତ୍ର, ପରିଧାନ ତୁଳସୀ ଓ ଫୁଲହାର, ବାଳ ଭୋଗ ମଧ୍ୟାହ୍ନ ମଙ୍ଗଳାର୍ପଣ ପୂଜା, ପୁଲିଓ ଚକା, ଖେଚେଡ଼ି ଭୋଗ ଲାଗି କରାଯାଇଥିଲା ।ରାତ୍ରି ୯ ଘଟିକା ସମୟରେ ମହାଦୀପ ଅବ ଲୋକନ କରାଯାଇଥିଲା ।ଢେଙ୍କାନାଳ ଜିଲ୍ଲା ର ଏହି ପିଠ ଏହା ମହିମା ମୟ ଗୌରବ ବହନ କରେ ।ପୂଜା ପଣ୍ଡା ମଳୟ କର ପୂଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ ।




