ଜଳ ସମ୍ପଦ ପରିଚାଳନା ପାଇଁ ଜଳ ପ୍ରଭାରୀ

ଜେ ବି ଏନ, ୨୪/୦୨ /୨୦୨୧, ଭୁବନେଶ୍ବର : ଜଳସେଚନ ବ୍ୟବସ୍ଥାର ସୁପରିଚାଳନା ପାଇଁ ସମସ୍ତ ଜିଲ୍ଲାରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ” ଜଳ ପ୍ରଭାରୀ ” ନିଯୁକ୍ତି ହେବ । ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ବିଭିନ୍ନ ଅଧିକାରୀଙ୍କୁ ଜଳ ପ୍ରଭାରୀ ଦାୟିତ୍ବ ନ୍ୟସ୍ତ କରାଯାଇଛି । ପ୍ରଭାରୀମାନେ ଜଳ ସମ୍ପଦର ସୁବିନିଯୋଗ ଏବଂ ଜଳ ସେଚନ କାର୍ଯ୍ୟ ବୁଝିବା ସହିତ ଜିଲ୍ଲା ଗସ୍ତ କରି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)
