ଦେବୀ ମା ଖୁମ୍ବେଶ୍ବରୀ ମନ୍ଦିର ପର୍ଯ୍ୟଟନ ସ୍ଥଳ କୁ ସରକାରୀ ମାନ୍ୟତା କେବେ

ଜେ ବି ଏନ, ୨୪/୦୨ /୨୦୨୧, (ରିପୋର୍ଟ, ଚୈତନ୍ୟ ସାହୁ), ଛେଣ୍ଡିପଦା :ଜଙ୍ଗଲ ଭିତରେ ମା ପାଉଛନ୍ତି ପୂଜା l ମା ଙ୍କୁ ସ୍ମରଣ କରି ଯିଏ ଯାହା ମାନସିକ କରି ଥାଏ ମା ତାହାର ଇଛା କୁ ପୂରଣ କରି ଥାନ୍ତି ବୋଲି କୁହନ୍ତି ଭକ୍ତ ମାନେ l ଅନଗୁଳ ରୁ ସମ୍ବଲପୁର ଦେଇ ଯାଇ ଥିବା ଜାତୀୟ ରାଜପଥ ର ବଡ଼ ହିଂସର ଗ୍ରାମ ପଂଚାୟତ ର ଛକ ଠାରୁ ମାତ୍ର (ନଅ କିଲୋମିଟର )ମା ଙ୍କ ମନ୍ଦିର l ଚଢେଇ ର ଚିକିରି ମିକିରି ସୁର ଓ ଝରଣା ପାଣି ର କୁଳୁକୁଳୁ ଶବ୍ଦ ରେ ବାଟୋଇ ଟିର ପେଟ ପୁରି ଯାଇ ଥାଏ l ମନ୍ଦିର ଟି ରାଜା ମହାରାଜ ଙ୍କ ଅମଳ ରୁ l କିନ୍ତୁ ସେହି ଜଙ୍ଗଲ ଭିତରେ ଅନେକ ଗ୍ରାମ ଗୁଡିଏ ଅଛି l ମାତ୍ର ଙ୍କ କିଛି ବାଟ ପିଚୁ ରାସ୍ତା ହୋଇଛି lକିନ୍ତୁ ସରକାର ଙ୍କ ଅବହେଳା ପାଇଁ ଆଉ କିଛି ବାଟ ପାଇଁ ଆଜି ଯାଏଁ ଭଲ ରାସ୍ତା ଟିଏ ନାହିଁ l ବର୍ଷା ଦିନେ ରୋଗୀ ହେଉ କି ବାଟୋଇ l କିମ୍ବା ସ୍କୁଲ ପିଲା lବହୁ ହଇରାଣ ର ସମ୍ମୁଖୀନ ହୋଇ ଥାନ୍ତି l ଆମ୍ବୁଲାନ୍ସ ଯିବା କୁ ମଧ୍ୟ୍ୟ ମନା କରି ଦିଏ l ଆସନ୍ତୁ ଦେଖିବା.. ସମ୍ପୂର୍ଣ ଖବର ଟିକୁ l





