Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39

Warning: Trying to access array offset on value of type bool in /home/jagratbharatnews/public_html/wp-content/plugins/elementor-pro/modules/dynamic-tags/tags/post-featured-image.php on line 39
ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ : ଛାଡ ହେଵ ଫିସ - Jagrat Bharat News

ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ : ଛାଡ ହେଵ ଫିସ

ସରକାରଙ୍କ କୋଭିଡ ନିୟମ ଆଗରେ ମୁଣ୍ଡ ନୁଆଁଇଲେ ବେସରକରୀ ସ୍କୁଲ୍ : ଛାଡ ହେଵ ଫିସ

 

 

ଜେ ବି ଏନ, ୨୫/୦୨ /୨୦୨୧, ଅନୁଗୋଳ :ମହାମାରୀ କରୋନାରେ ଅଭିଭାବକଙ୍କୁ ମାତ୍ରାଧିକ ଫି ନେଇ ଜୁଲମ କରୁଥିବା ଘରୋଇ ସ୍କୁଲ ଗୁଡ଼ିକୁ ପ୍ରଶାସନର ଛାଟ। ଆଜି ଏ ସଂକ୍ରାନ୍ତୀୟ ବିଷୟକୁ ନେଇ ତାଳଚେର ଉପଜିଲ୍ଲପାଳଙ୍କ ସଭାପତିତ୍ବରେ ଏକ ଉଚ୍ଚ ସ୍ତରୀୟ ଵୈଠକ ଅନୁଷ୍ଠିତ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚତମ ନ୍ୟାୟାଳୟର ଗୁରୁତ୍ବପୂର୍ଣ୍ଣ ରାୟ ଅନୁଯାୟୀ ଟ୍ୟୁସନ୍ ଫି ବ୍ୟତିତ ଅନ୍ୟାନ୍ୟ ଆନୁଷଙ୍ଗିକ ଫିସ ନ ନେବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ବାର୍ଷିକ ଫି, ଆକ୍ଟିଭିଟି ଫି, ୟୁନିଫର୍ମ ଫି, ରିଆଡମିସନ୍‌ ଫି, ଡେଭଲପମେଣ୍ଟ ଫି ନଦେବାକୁ କୁହାଯାଇଥିଲା। କୋର୍ଟର ରାୟ ଓ ସରକାରଙ୍କ ନିର୍ଦ୍ଦେଶକୁ ତାଳଚେର ଅଞ୍ଚଳର ଅଧିକାଂଶ ଘରୋଇ ସ୍କୁଲ ଫୁ କରି ଦେଉଛନ୍ତି। ଓଲଟା ବାର୍ଷିକ ଫି, ଟ୍ୟୁସନ୍‌ ଫି, ନଦେଲେ ପିଲାମାନଙ୍କୁ ପରୀକ୍ଷା, ଅନଲାଇନ୍‌ ପାଠ ପଢ଼ାରୁ ବଞ୍ଚିତ କରିବା ନେ଼ଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ନିକଟରେ ଡେରା ସ୍ଥିତ ଜଗନ୍ନାଥ କ୍ଷେତ୍ରର ଡି ଏଭି ସ୍କୁଲ , ହିଙ୍ଗୁଳା ଡି ଏଭି ସ୍କୁଲ, କଣିହାଁ ଡିଏଭି ସ୍କୁଲର ବହୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଟ୍ୟୁସନ୍‌ ଫି ବ୍ୟତିତ ଅନ୍ୟ ଫି ଛାଡ଼ କରିବାକୁ ସ୍କୁଲକୁ ଯାଇଥିଲେ । ସ୍କୁଲର ଅଧ୍ୟକ୍ଷ କୌଣସି ପ୍ରକାର ଫି ଛାଡ଼ କରାଯିବ ନାହିଁ ବୋଲି ରୋକ ଠୋକ୍ ମନା କରିଦେଇଥିଲେ। ଅଭିଭାବକମାନେ କୋର୍ଟ ନିର୍ଦେଶ, ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଦେଖାଇଥିଲେ ମଧ୍ୟ ସ୍କୁଲ ଅଧ୍ୟକ୍ଷ କିଛି ଶୁଣି ନଥିଲେ। ଫଳରେ ଅଭିଭାବକମାନେ ନିରାଶ ହୋଇ ଫେରିଥିଲେ। ବିଭିନ୍ନ ଅଭିଯୋଗକୁ ଆଧାର କରି ଉପଜିଲ୍ଲାପାଳ ଏ ନେଇ ଘରୋଇ ସ୍କୁଲ କର୍ତୃପକ୍ଷଙ୍କୁ ରାଜ୍ୟ ସରକାର ତଥା ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶକୁ କଡ଼ା କଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉଚ୍ଚତମ ନ୍ୟାୟାଳୟ ଆଇନ୍‌ ଓ ସରକାରଙ୍କ ପରାମର୍ଶକୁ ସମ୍ମାନ ଜଣାଇ ୨୦୨୦-୨୧ ବର୍ଷ ପାଇଁ ଛାତ୍ରଛାତ୍ରୀମାନଙ୍କୁ କେବଳ ଟ୍ୟୁସନ୍‌ ଫି ବ୍ୟତିତ ଅନ୍ୟାନ୍ୟ ଆନୁଷଙ୍ଗିକ ରାଶି ବାଦ କରିବାକୁ ସହମତି ପ୍ରକାଶ କରିଛନ୍ତି ସମସ୍ତ ଡି ଏ ଭି ସ୍କୁଲ। ଯେଉଁମାନେ କୋର୍ଟ ନିର୍ଦେଶକୁ ଅବମାନନା କରିବେ ସେମାନଙ୍କ ବିରୋଧରେ ଆଇନ୍‌ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଳଚେର ଉପଜିଲ୍ଲାାଳ ରଜନୀକାନ୍ତ ସ୍ବାଇଁ ଉପସ୍ଥିତ ସମସ୍ତ ସ୍କୁଲ ଅଧିକାରୀଙ୍କୁ ରୋକ୍ ଠୋକ୍ କହିଛନ୍ତି। ସେହିପରି ଗତ କିଛି ବର୍ଷ ଧରି ଏମ୍ ସି ଏଲ୍ ଅଞ୍ଚଳରେ ଥିବା ଡି ଏ ଭି ସ୍କୁଲ୍ ଗୁଡିକ ଯେଉଁ ଭଳି ବେଆଇନ୍ ଭାବେ ପୂର୍ବ ଫିସ ର ୨୦୦ପ୍ରତିଶତ ବଢେଇ ଦେଇଥିଲା । ଏହାକୁ ନେଇ ବାରମ୍ବାର ଅଭିଭାବକ ମହଲରେ ଅସନ୍ତୋଷ ହେବା ଫଳରେ ୨୦୧୯-୨୦ରେ ପୂର୍ବତନ ଉପଜିଲ୍ଲାପାଳ ପରେଶ୍ ଚନ୍ଦ୍ର ନାଏକ ଙ୍କ ତତ୍ବାବଧାନରେ ଏକ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ମେମୋ ନମ୍ବର ୧୩୬୧ (୨୪.୦୨.୨୦୨୦) ଅନୁଯାୟୀ ରଜ୍ୟ ସରକାରଙ୍କ ଫି ନିର୍ଦ୍ଧାରିତ କମିଟି ଅନୁସାରେ ବାର୍ଷିକ ଫି ସର୍ବାଧିକ ୮ପ୍ରତିଶତରୁ ଅଧିକ ହୋଇ ପାରିବନି ବୋଲି ନିର୍ଦେଶନାମା ଜାରି କରିଥିଲେ କିନ୍ତୁ ଏମସି ଏଲ ପରିଚାଳନାରତ ସମସ୍ତ ଡି ଏ ଭି ସ୍କୁଲ୍ ଏହାକୁ ମାନି ନେବା ବଦଳରେ ଉଚ୍ଚତମ ନ୍ୟାୟାଳୟରୁ ଏହି ଆଦେଶ ଉପରେ ରହିତାଦେଶ ଆଣିଛନ୍ତି। ଏହା ସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ବର୍ଦ୍ଧିତ ଫି ନେବାକୁ ଅଭିଭାବକ ମାନଙ୍କ ଉପରେ ଚାପ ପକାଉଛି । ଫଳ ସ୍ୱରୂପ ବାଧ୍ୟ ହୋଇ ଜିଲ୍ଲା ଅଭିଭାବକ ସଂଘ , ଅନୁଗୁଳ ହାଇକୋର୍ଟର ଦ୍ଵାରସ୍ତ୍ଥ ହୋଇଛନ୍ତି।

ଆଜିର ଏହି ଵୈଠକ୍ ରେ କଳିଙ୍ଗ ଡି ଏ ଭି, ଜଗନ୍ନାଥ ଡି ଏ ଭି, କଣିହାଁ ଡି ଏ ଭି ସ୍କୁଲ୍ ର ଅଧକ୍ଷ , ଜିଲ୍ଲା ଅଭିଭାବକ ସଂଘର ଅଧକ୍ଷ ସଂଜୀବ ପଟ୍ଟନାୟକ ଏଵଂ ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ।

jagratbharatnews

Writer & Blogger

Related Posts:

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Latest News

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Newsletter

JOIN THE FAMILY!

Get a Cookbook with our recipes.

You have been successfully Subscribed! Please Connect to Mailchimp first

Featured Posts

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Categories

Tags

Edit Template

Recent news

  • All Post
  • Career
  • Consumer rights study
  • Corona
  • Cricket
  • Crime
  • Culture of world & Local cultures
  • District
  • Editorial
  • Education
  • Elections
  • Entertainment
  • Food
  • Gadget
  • Health
  • Health tips
  • History
  • Human rights study
  • International
  • Interview
  • Jokes
  • Latest News
  • Lifestyle
  • Metro city
  • Movie reviews
  • National
  • Odisha
  • Opinion
  • Politics
  • Science
  • Special
  • Sports
  • Spritual
  • State
  • States
  • Technology
  • Telangana
  • Tourism
  • Travel Tips
  • Uttarpradesh
  • Weather
  • World
  • बिहार
  • ଅଧିକ
  • ଅନୁଗୋଳ
  • ଅନୁଗୋଳ
  • ଆଇପିଏଲ୍
  • ଆସାମ
  • କଟକ
  • କନ୍ଧମାଳ
  • କର୍ଣ୍ଣାଟକ
  • କଳାହାଣ୍ଡି
  • କୋରାପୁଟ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଗୁଜୁରାଟ
  • ଚଳଚ୍ଚିତ୍ର
  • ଜଗତସିଂହପୁର
  • ଜାମ୍ମୁ ଓ କାଶ୍ମୀର
  • ଝାରସୁଗୁଡା
  • ଟିଟିଲାଗଡ଼
  • ଢେଙ୍କାନାଳ
  • ତାମିଲନାଡୁ
  • ଦିଲ୍ଲୀ
  • ଦେଶ
  • ନିବେଶ
  • ନୂଆଦିଲ୍ଲୀ
  • ନୂଆପଡା
  • ପଶ୍ଚିମବଙ୍ଗ
  • ପାଣିପାଗ
  • ପୁରୀ
  • ବରଗଡ଼
  • ବଲାଙ୍ଗୀର
  • ବଲିଉଡ୍
  • ବାଲେଶ୍ଵର
  • ବୌଦ୍ଧ
  • ବ୍ରହ୍ମପୁର
  • ଭୁବନେଶ୍ବର
  • ମଧ୍ୟପ୍ରଦେଶ
  • ମୟୂରଭଞ୍ଜ
  • ମାଲକାନଗିରି
  • ଯାଜପୁର
  • ରାଉରକେଲା
  • ରାୟଗଡ଼ା
  • ୱାଲ୍ଡ କପ୍ ହକି
  • ଶ୍ରୀହରିକୋଟା
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ସୋନପୁର
  • ହରିୟଣା
    •   Back
    • Andhra Pradesh
    • Arunachal Pradesh
    • Assam
    • Bihar
    • Chhattisgarh
    •   Back
    • କେନ୍ଦ୍ରାପଡ଼ା
    • କେନ୍ଦୁଝର
    • କଳାହାଣ୍ଡି

Subscribe To Our News Chenal

You have been successfully Subscribed! Ops! Something went wrong, please try again.

All rights reserved. Designed by Inter Softech