Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ 

 

ଜେ ବି ଏନ, ୨୬/୦୨ /୨୦୨୧, ଭୁବନେଶ୍ବର : ‘ ଇ – କଳିକା ‘ ଆପ୍ ଜରିଆରେ ଏବେ କ୍ରେ ରହୁଥିବା ୩ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ବ୍ୟବସ୍ଥାକୁ ତଦାରଖ କରାଯାଇପାରିବ । ମା ‘ ମାନେ କିଭଳି ଶିଶୁମାନଙ୍କ ଯତ୍ନ ନେଉଛନ୍ତି , ପ୍ରତି ଶିଶୁର ଶାରୀରିକ ତଥା ବୌଦ୍ଧିକ ବିକାଶ କିଭଳି କରା ଯାଉଛି , ତା ଉପରେ ସରକାର ନିଜର ରଖିପାରିବେ । ସେହିଭଳି ‘ ମୋ ଛତୁଆ ‘ ଆପ୍ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ଵାରା ପ୍ରସ୍ତୁତ ଛତୁଆ ଓ ଏହାର ଯୋଗାଣ ପଦ୍ଧତିକୁ ଅଧିକ ବ୍ୟବସ୍ଥିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ବାରା ରାଜ୍ୟର ୧ ଲକ୍ଷ ୩୪ ହଜାର ୭୫୮ ଜଣ ଅଙ୍ଗନ ବାଡ଼ି କର୍ମୀ , ମିନି ଅଙ୍ଗନବାଡ଼ି କର୍ମୀ ଓ ଅଙ୍ଗନବାଡ଼ି ସହାୟକ ଉପକୃତ ହେବେ ।

 

୫ଟି ‘ ଫୋକସ୍‌ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ l ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଲେ , ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ l