Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଅମ୍ବାଭୋନା ଅଗ୍ନିଶ୍ରମ ବିଭାଗ ନୂତନ ଯୋଗା ଯୋଗ ନମ୍ବର ଜାରି 

ଜେ. ବି. ଏନ୍ (୨୬/୦୨ /୨୦୨୧) ରିପୋର୍ଟ୍, ବିନୋଦ କୁମାର ନାୟକ,

 

ବରଗଡ଼ :ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ର ଅଗ୍ନିଶ୍ରମ ବିଭାଗ ପକ୍ଷରୁ ନୂତନ ଯୋଗା ଯୋଗ ନମ୍ବର ଜାରି କରାଯାଇଛି । ଯେ କୈଣସି ମହୂର୍ତ୍ତରେ  ଆକସ୍ମିକ ଦୁର୍ଘଟଣା  ଘଟିଲେ ଅଗ୍ନିଶ୍ରମ ବିଭାଗ ର ନୂତନ ନମ୍ବର ୭୬୫୩୯୯୭୦୭୯,୮୯୮୪୫୨୬୦୯୦ ଯୋଗା ଯୋଗ କରିବାକୁ ଅମ୍ବାଭୋନା ଅଗ୍ନିଶ୍ରମ ଅଧିକାରୀ ତ୍ରିନାଥ ମିଶ୍ର ଅନୁରୋଧ କରିଛନ୍ତି ।