ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଜେ ବି ଏନ, ୨୬/୦୨ /୨୦୨୧, (ରିପୋର୍ଟ, ବୌଦ୍ଧ ଚରଣ ସାହୁ), ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଖଟଖଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିନ୍ଦୁରପୁର ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ଏଥିରେ ସିନ୍ଦୁରପୁର ଗ୍ରାମବାସୀ କିର୍ତ୍ତନ୍ୟ ମଣ୍ଡଳି ନଗର ପରିକ୍ରମା କରି କଳସ ଧାରଣ କରି ଶତାଧିକ ମହିଳା ଉପସ୍ଥିତ ହୋଇ ମହାପ୍ରଭୁଙ୍କ କୁଣ୍ଡ ନିର୍ମାଣ କରାଯାଇ ଥିଲା ଏହା ସହିତ ନାମ ଦିନ ୯ଟାରେ ଆରମ୍ଭ ହୋଇ ଚାଲୁ ରହିଥିବା ସହିତ ବିଭିନ୍ନ ଗ୍ରାମର କିର୍ତ୍ତନ ମଣ୍ଡଳି ଆସି ହରେକୃଷ୍ଣ ମହାମନ୍ତ୍ର ନାମ ନେଇ କିର୍ତ୍ତନ୍ୟ ହେଉଅଛି ତାହା ସହିତ ବେଶ ଧୁମଧାମରେ ଭକ୍ତମାନେ ପ୍ରଶାଦ ସେବନ କରୁଥିବା ଗ୍ରାମ୍ୟ କମୀଟିସୂଚନା ମିଳିଛି l



