Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଦଳ ବିରୋଧି କାର୍ଯ୍ୟ ଯୋଗୁଁ ଦଳରୁ ବିଦାହେଲେ ଦୁଇ କଂଗ୍ରେସ କର୍ମକର୍ତ୍ତା 

 

ଜେ ବି ଏନ, ୦୭/୦୩ /୨୦୨୧, ଅନୁଗୋଳ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ନିର୍ଦ୍ଧେଶ କ୍ରମେ ଅନୁଗୋଳ ପୌରାଞ୍ଚଳ ର ପୂର୍ବତନ ପୋୖରାଦକ୍ଷ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଛେଣ୍ଡିପଦା ବ୍ଲକ ର ପୂର୍ବତନ ସଭାପତି ଶ୍ରୀ ଅଜିତ କୁମାର ପ୍ରଧାନ ଙ୍କୁ ଦଳ ବିରୋଧୀକାର୍ଯ୍ୟ ଯୋଗୁଁକଂଗ୍ରେସ ଦଳ ରୁ ୬ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଆଗାମୀ ଦିନରେ ଅନୁଗୋଳ କଂଗ୍ରେସ କୁ ମଜଭୁତ କରିବାକୁ ଏଭଳି ପଦକ୍ଷେପ କୁ ଜିଲ୍ଲା ର ସମସ୍ତ ନେତୃମଣ୍ଡଳୀ, କର୍ଯ୍ୟକର୍ତା ଓ କର୍ମୀ ସ୍ୱାଗତ କରିଛନ୍ତି ।ଏ ନେଇ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନାଙ୍କ ପକ୍ଷରୁ ସୂଚନା ଦିଆଯାଇଛି l