ବ୍ରହ୍ମପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆଲୋଚନା କଲେ ବିଜେପି ଯୁବମୋର୍ଚ୍ଚା ଟିମ୍

ଜେ ବି ଏନ, ରିପୋର୍ଟ, ଟୁକୁନା ପ୍ରଧାନ, ବ୍ରହ୍ମପୁର ( ୧୩.୦୩.୨୦୨୧) -: ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିଭୁତି ଭୂଷଣ ଜେନା ଙ୍କ ନିର୍ଦ୍ଧେଷ କ୍ରମେ ଯୁବମୋର୍ଚ୍ଚା ର ଏକ ଟିମ ବ୍ରହ୍ମପୁର ସହରାଅଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପହଞ୍ଚି ବରିଷ୍ଠ ନାଗରିକ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଙ୍କ ସହ ଆଲୋଚନା କରି କୋଭିଡ୍ ୧୯ ଟୀକା କରଣକୁ ବଡ ସଫଳତା ଦେବା ପାଇଁ ଅନୁରୋଧ କରିଥିଲେ । ଆତ୍ମ ନିର୍ଭର ଯୋଜନାରେ କୋଭିଡ ୧୯ ଟୀକା ସଫଳ ହୋଇଥିବାରୁ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଯୁବମୋର୍ଚ୍ଚାର ଷୋଡ଼ଶ ମାନେ। ସେହିପରି ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଳା ବାସୀଙ୍କୁ ବିଜେପି ଯୁବମୋର୍ଚ୍ଚା ଅନୁରୋଧ କରିଛି ନିଜେ ଦାୟିତ୍ୱ ନେଇ କୋଭିଡ ୧୯ ଟୀକା ନେବାପାଇଁ ସହଯୋଗ କରନ୍ତୁ। ଏଥିରେ ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ସିଦ୍ଧାନ୍ତ ଗଙ୍ଗଦେବ, ଯୁବନେତା କିରଣ କୁମାର ସାହୁ,ମଧୁ ସୁଦନ ସାହୁ, ଶିବପ୍ରସାଦ ପାତ୍ର ,ଅର୍ଜୁନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ, ମଣ୍ଡଳ ସାଧାରଣ ସମ୍ପାଦକ ବିଜୟ ଗୋପାଳ ଓ ଟୁଙ୍ଗୁରୁ ପାତ୍ର ପ୍ରମୁଖ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-17-scaled.jpg)


