ସ୍ବାସ୍ଥ୍ୟସେବା (ଓଡ଼ିଶା) : ୯୧୬୪.୨୬ କୋଟି ଟଙ୍କାର ବ୍ୟୟ ଅଟକଳ

ଜେ ବି ଏନ, ୨୭/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ୨୦୨୧ – ୨୦୨୨ ବର୍ଷର ବ୍ୟୟ ଅଟକଳ ସାର୍ବଜନୀନ ହୋଇଛି l ଚଳିତ ଆର୍ଥିକ ବର୍ଷରେ ସ୍ବାସ୍ଥ୍ୟସେବା ପାଇଁ ମୋଟ ୯୧୬୪.୨୬ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି । ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ବାବଦରେ ୧୩୫୨ , ୫୮ କୋଟି , ଗରୀବ ଲୋକଙ୍କ ଚିକିତ୍ସା ପାଇଁ ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ବାବଦକୁ ୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିରାମୟ ଯୋଜନା ପାଇଁ ୬୦୦ କୋଟି ଟଙ୍କାର ଅଟକଳ କରାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)