କଟକିଆଙ୍କ ହୋଲି ଫିକା

ଜେ ବି ଏନ, ୩୦/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), କଟକ : ଆଜି ସୋମବାର କଟକ ଜିଲ୍ଲାରେ ହୋଲି ପର୍ବ ଫିକା ପଡି ଯାଇଥିଲା l ଲୋକେ ନିଜ ଘରେ ରହି ନିଜ ପରିବାର ବର୍ଗଙ୍କ ସହ ହୋଲି ଖେଳି ଥିବାର ଲକ୍ଷ୍ୟ କରାଯାଇଥିଲା l କରୋନା ଯୋଗୁ ସରକାର କଟକଣା କରିଥିଲେ l ରାଜ ରାସ୍ତା ରେ ବୁଲି ବୁଲି ହୋଲି ଖେଳ କରାଯାଇ ପାରିବ ନାହିଁ l ତେଣୁ କଟକିଆଙ୍କ ହୋଲି i ଫିକା ପଡି ଯାଇଥିଲା l ଆମ JBN TV କ୍ୟାମେରାରେ ଥିଲେ କଟକ ର ପୂର୍ବତନ କର୍ପୋରେଟର୍ ଶ୍ରୀ ହେମନ୍ତ କୁମାର ବେହେରା l ଦେଖନ୍ତୁ ସେ କି ଭଳି ପାଳନ କରିଥିଲେ ହୋଲି……




![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-16-scaled.jpg)