ସ୍କୁଟି ଓ ବାଇକ୍ ମଧ୍ୟରେ ଦୁର୍ଘଟଣା, ଜଣେ ମୃତ

ଜେ ବି ଏନ୍,୨୩/୧୨/୨୦୨୦(ରିପୋର୍ଟ ସୁଶାନ୍ତ କୁମାର ମହାପାତ୍ର)ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ରାସୋଳ ବଜାରରେ ଦୁର୍ଘଟଣା । ସ୍କୁଟି ଓ ବାଇକ୍ ମଧ୍ୟରେ ଦୁର୍ଘଟଣା । ବାଇକ୍ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ, ସ୍କୁଟି ଚାଳକ ଗୁରୁତ୍ତର ଭାବେ ମେଡିକାଲ ରେ ଭର୍ତ୍ତି । ବାଇକ୍ ଚାଳକ ଜଣଙ୍କ ଜଣେ ଅନୁଗୋଳ ର ପୋଲିସ କର୍ମଚାରୀ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ।



