ବିଶ୍ବ ହକି କପ୍ ଟ୍ରଫି କୁ କାମାକ୍ଷାନଗର ରେ ଭବ୍ୟ ସ୍ବାଗତ

ହକି ବିଶ୍ୱ କପ ଟ୍ରଫି ରାଜ୍ୟ ସାରା ଗ୍ରସ୍ତ କରି ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଢେଙ୍କାନଳ- କାମାକ୍ଷାନଗର ମୁଖ୍ୟରାସ୍ତାର ଜଡାପାଳ ଛକନିକଟରେ ଥିବା ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଦିନ ୧୧.୩୦ ସମୟରେ ପହଞ୍ଚିଥିଲା | ଏହି ହକି ବିଶ୍ୱକପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୁଷ୍ପମାଲ୍ୟ ଦେଇ ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଶ୍ବ କପ ହକି ଦୁଇ ଦୁଇଥର ଆୟୋଜନ କରି ଓଡିଶାକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିଛନ୍ତି। ସେହିଠାରୁ କାମାକ୍ଷାନଗର ସହରକୁ ପାଛୋଟି ନେଇଥିଲେ। ଏବଂ କାମାକ୍ଷାନଗର ମହିମା ମନ୍ଦିର ଠାରେ ବିଭିନ୍ନ ବିଦ୍ୟାଳୟ,,ମହାବିଦ୍ୟାଳୟ, ସମାଜ ପାଠକ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ଏବଂ ବିଭିନ୍ନ ବର୍ଗର ଲୋକେ ଏହି କପକୁ ବିରାଟ ରାଲି ମାଧ୍ୟମରେ ସହର ପରିଶ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କପକୁ କିଛିସମୟଧରି ରଖିବା ସହ ଲୋକମାନେ ଫୁଲମାଳା ଦେଇ ସ୍ବାଗତ କରିଥିଲେ। ଏହିକାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ଉପସ୍ଥିତି ଥିବାବେଳେ ଉପଜିଲ୍ଲାପାଳ ,କାମାକ୍ଷାନଗର ଏବଂ ଭବନ ବ୍ଲକ ଓ ଏନଏସି ଅଧକ୍ଷ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଏବଂ ସେହିଠାରୁ ସିଧାସଳଖ ପରଜଙ୍ଗ ନିର୍ବାଚନ ମଣ୍ଡଳିର ସରାଙ୍ଗ ସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷାକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପରଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ ,ପରଜଙ୍ଗ ବ୍ଲକ ଅଧକ୍ଷା,ବିଡିଓ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କପକୁ ଭବ୍ୟ ସ୍ବାଗତ କରିଥିଲେ। ଏବଂ ସେଠାରୁ ନୃତ୍ୟ ଗିତ ତାଳେ ତାଳେ ବିଦାୟ ଦେଇ କଙ୍କଡାହାଡ ବ୍ଲକର ଭାୟା ଗଡପଳାଶୁଣି ଦେଇ କେନ୍ଦୁଝର ଜିଲ୍ଲା ସାମାନ୍ତ ବିମଳା ଛକଠାରେ ପ୍ରଶାସନ ତରଫରୁ ବିଦାୟ ଦିଆଯାଇଥିଲା।ଢେଙ୍କାନାଳ ଜିଲ୍ଲା ରୁ ସୁଶାନ୍ତ ମହାପାତ୍ର ଙ୍କ ରିପୋର୍ଟ ଜାଗ୍ରତ ଭାରତ ନିୟୁଜ !

4 Comments
Your comment is awaiting moderation.
Your article helped me a lot, is there any more related content? Thanks! https://www.binance.com/uk-UA/register?ref=XZNNWTW7
Your comment is awaiting moderation.
I don’t think the title of your article matches the content lol. Just kidding, mainly because I had some doubts after reading the article. https://accounts.binance.bh/register/person?ref=IHJUI7TF
Your comment is awaiting moderation.
Your point of view caught my eye and was very interesting. Thanks. I have a question for you. https://www.binance.bh/da-DK/futures/ref?code=V3MG69RO
Your comment is awaiting moderation.
I don’t think the title of your article matches the content lol. Just kidding, mainly because I had some doubts after reading the article. https://www.binance.com/register?ref=IXBIAFVY
Your comment is awaiting moderation.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
Your comment is awaiting moderation.
Reading your article helped me a lot and I agree with you. But I still have some doubts, can you clarify for me? I’ll keep an eye out for your answers. https://accounts.binance.com/es-AR/register-person?ref=UT2YTZSU
Thanks for sharing. I read many of your blog posts, cool, your blog is very good.
Your point of view caught my eye and was very interesting. Thanks. I have a question for you. https://accounts.binance.info/tr/register?ref=MST5ZREF
Can you be more specific about the content of your article? After reading it, I still have some doubts. Hope you can help me.
Thanks for sharing. I read many of your blog posts, cool, your blog is very good.
Your comment is awaiting moderation.
Your point of view caught my eye and was very interesting. Thanks. I have a question for you.
Your comment is awaiting moderation.
Can you be more specific about the content of your article? After reading it, I still have some doubts. Hope you can help me.
Your comment is awaiting moderation.
Your article helped me a lot, is there any more related content? Thanks!

I don’t think the title of your article matches the content lol. Just kidding, mainly because I had some doubts after reading the article.