( ଦେବାଶିଷ ଙ୍କ ମୂଳଲକ୍ଷ୍ୟ -ଜନତାଙ୍କ ସେବା ନିମନ୍ତେ ନିଜସ୍ୱ ଉଦ୍ୟମ ରେ ଖୋଲିଲେ ଜଳଛତ୍ର
)
ଜଗତସିଂହପୁର
ତା =21/4/23
ବିଜୁ ଜନତା ଦଳ, ଜନ ସାଧାରଣ ଙ୍କ ବଳ | ଏହି ନିତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବାଲିକୁଦା ନୂଆଗାଁ ଅଞ୍ଚଳ ର ଯୁବ ସମାଜସେବୀ ଦେବାଶିଷ ମହାନ୍ତି ନୂଆଗାଁ ଛକ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ନିଜସ୍ୱ ଉଦ୍ୟମ ରେ ଖୋଲିଛନ୍ତି ଜଳଛତ୍ର କେନ୍ଦ୍ର | ବାଲିକୁଦା ଈଶ୍ୱରପୁର ସମିଲ ଛକ ରୁ ଆମ୍ବାଶାଳ ଛକ ପର୍ଯ୍ୟନ୍ତ ଥିବା ନିର୍ଜନ ସ୍ଥାନରେ ପଥଚାରି ଙ୍କ ତୃଷ୍ନା ମେଣ୍ଟାଇବା ନିମନ୍ତେ ଦୈନ ଦିନ ସହ ସହ ଯାତ୍ରୀ ଙ୍କୁ ଦହି ପାଣି ରେ ନିର୍ମିତ ସର୍ବତ ବଣ୍ଟନ କରି ନିଜର ମହାନତା କୁ ପ୍ରତିପାଦନ କରିଥିବାରୁ ଅଞ୍ଚଳବାସୀ ଦେବାଶିଷ ଙ୍କ ଏହି ମହାନ କାର୍ଯ୍ୟକୁ ବେଶ ତାରିଫ କରିଛନ୍ତି |
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ




