ଗୋପାଳ ପାଗଳ ନୁହେଁ: କ୍ରାଇମବ୍ରାଞ୍ଚ
ଚାର୍ଜସିଟ୍ ସଂପର୍କିତ ପ୍ରେସ୍ ରିଲିଜ୍ରେ ବଡ଼ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ।
ଗୋପାଳ ପାଗଳ ନଥିଲା ବୋଲି ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ।
ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା କରିଥିବା କହିଲା କ୍ରାଇମବ୍ରାଞ୍ଚ।‘ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ’।




